ସାଂସଦଙ୍କ ପୁରୀ ଗସ୍ତ: କାହିଁକି ଜିଦ୍‌…କାହିଁକି ବିରୋଧ

<p>ପୁରୀ ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି ପୁରୀ ଗସ୍ତ କରି ଫେରି ଆସିଛନ୍ତି । ସାଂସଦଙ୍କ ପୁରୀ ଗସ୍ତକୁ ଘୋର ବିରୋଧ କରାଯାଉଥିଲା। ପୋଲିସ ଛାଉଣୀ ହୋଇଥିଲା ରାସ୍ତା। ତଥାପି ସାଂସଦ ଯାଇଥିଲେ। ତେବେ କାହିଁକି ସାଂସଦଙ୍କୁ ବିରୋଧ କରାଯାଉଥିଲା ? ବିରୋଧ ସତ୍ତ୍ୱେ ସାସଂଦ କାହିଁକି ପୁରୀ ଯିବାକୁ ଜିଦ ଧରିଥିଲେ ?</p>

Ordigital Desk
  • Published: Thursday, 28 April 2022
  • Updated: 28 April 2022, 02:55 PM IST

Sports

Latest News

<p>ପୁରୀ ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି ପୁରୀ ଗସ୍ତ କରି ଫେରି ଆସିଛନ୍ତି । ସାଂସଦଙ୍କ ପୁରୀ ଗସ୍ତକୁ ଘୋର ବିରୋଧ କରାଯାଉଥିଲା। ପୋଲିସ ଛାଉଣୀ ହୋଇଥିଲା ରାସ୍ତା। ତଥାପି ସାଂସଦ ଯାଇଥିଲେ। ତେବେ କାହିଁକି ସାଂସଦଙ୍କୁ ବିରୋଧ କରାଯାଉଥିଲା ? ବିରୋଧ ସତ୍ତ୍ୱେ ସାସଂଦ କାହିଁକି ପୁରୀ ଯିବାକୁ ଜିଦ ଧରିଥିଲେ ?</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos