50 ହଜାର ପାଇଁ ମାରିଦେଲେ

<p>ଏକ ଲକ୍ଷ ଟଙ୍କା ଦେଇଥିଲେ। ବାକି ପଚାଶ ହଜାର ଟଙ୍କା ପାଇଁ ଶାଶୂ ଘରେ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ଗତ ଛ ମାସ ତଳେ ମଡମ।ରି ଟଙ୍କା ଆଣିବାକୁ କହିଘରୁ ବାହାର କରିଦେଇଥିଲେ। ବାପଘରେ ୪ ମାସ ରହିବା ପରେ ନାତିର ପ୍ରଥମ। ଅଷ୍ଟମୀ କହି ଆଣିଥିଲେ। ହେଲେ ତାକୁ ମାରିଦେଲେ। ଯୌତୁକ ଜୁଇରେ ଏମିତି ବଳି ପଡିଛନ୍ତି ଜଣ କଟକ ଜିଲ୍ଲା ନିଆଳି ଅଞ୍ଚଳର ଜଣେ ନବବଧୂ।</p>

Ordigital Desk
  • Published: Friday, 31 December 2021
  • Updated: 31 December 2021, 10:18 AM IST
<p>ଏକ ଲକ୍ଷ ଟଙ୍କା ଦେଇଥିଲେ। ବାକି ପଚାଶ ହଜାର ଟଙ୍କା ପାଇଁ ଶାଶୂ ଘରେ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ଗତ ଛ ମାସ ତଳେ ମଡମ।ରି ଟଙ୍କା ଆଣିବାକୁ କହିଘରୁ ବାହାର କରିଦେଇଥିଲେ। ବାପଘରେ ୪ ମାସ ରହିବା ପରେ ନାତିର ପ୍ରଥମ। ଅଷ୍ଟମୀ କହି ଆଣିଥିଲେ। ହେଲେ ତାକୁ ମାରିଦେଲେ। ଯୌତୁକ ଜୁଇରେ ଏମିତି ବଳି ପଡିଛନ୍ତି ଜଣ କଟକ ଜିଲ୍ଲା ନିଆଳି ଅଞ୍ଚଳର ଜଣେ ନବବଧୂ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos