50 ହଜାର ପାଇଁ ମାରିଦେଲେ

ଏକ ଲକ୍ଷ ଟଙ୍କା ଦେଇଥିଲେ। ବାକି ପଚାଶ ହଜାର ଟଙ୍କା ପାଇଁ ଶାଶୂ ଘରେ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ଗତ ଛ ମାସ ତଳେ ମଡମ।ରି ଟଙ୍କା ଆଣିବାକୁ କହିଘରୁ ବାହାର କରିଦେଇଥିଲେ। ବାପଘରେ ୪ ମାସ ରହିବା ପରେ ନାତିର ପ୍ରଥମ। ଅଷ୍ଟମୀ କହି ଆଣିଥିଲେ। ହେଲେ ତାକୁ ମାରିଦେଲେ। ଯୌତୁକ ଜୁଇରେ ଏମିତି ବଳି ପଡିଛନ୍ତି ଜଣ କଟକ ଜିଲ୍ଲା ନିଆଳି ଅଞ୍ଚଳର ଜଣେ ନବବଧୂ।