ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୭୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୩୧ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ଅବଶିଷ୍ଟ ୭୬୨ଟି ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧାରୁ ୨୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୬୦, ଅନୁଗୋଳରୁ ୧୦୭, ମୟୂରଭଞ୍ଜରୁ ୧୦୪ ଓ ସୁନ୍ଦରଗଡ଼ରୁ ୯୯ ଜଣ ଚିହ୍ନଟ ହୋଇଛନ୍ତି।
Covid-19 Report For 21st October
New Positives Cases: 1793
In quarantine: 1031
Local contacts: 762(Details of local contacts will be shared by concerned District Administration)
District Wise Cases:
1. Angul: 107
2. Balasore: 40
3. Bargarh: 61
4. Bhadrak: 68
5. Balangir: 76— I & PR Department, Odisha (@IPR_Odisha) October 23, 2020
୧୭୯୩ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୨,୫୭,୦୪୧ ସୁସ୍ଥ ହୋଇସାରିଥିବା ବେଳେ ୧୯,୫୭୯ ଜଣ ଚିକିତ୍ସାଧୀନ ଅଛନ୍ତି।
22. Mayurbhanj: 104
23. Nawarangpur: 65
24. Nayagarh: 34
25. Nuapada: 84
26. Puri: 82
27. Rayagada: 14
28. Sambalpur: 40
29. Sonepur: 8
30. Sundargarh: 99
31. State Pool: 44New recoveries: 2128
Cumulative tested: 4240241
Positive: 277887
Recovered: 257041
Active cases: 19579— I & PR Department, Odisha (@IPR_Odisha) October 23, 2020
ପଢ଼ନ୍ତୁ : କରୋନାରେ ଆଉ ୧୮ ଜଣଙ୍କ ମୃତ୍ୟୁ, ୧୨ଶହ ଟପିଲା ମୃତ୍ୟୁ ସଂଖ୍ୟା