ପ୍ଲାଜମା ଥେରାପିକୁ ସଫଳତା, ହଜାରେ ଆକ୍ରାନ୍ତଙ୍କୁ ମିଳିସାରିଲାଣି ଏହି ଚିକିତ୍ସା ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ରାଜ୍ୟରେ ବି ଏହି ସଂଖ୍ୟା ଥମିବା ନାଁ ଧରୁ ନାହିଁ। କରୋନା ସ୍ପିଡ୍‌ ଉପରେ ବ୍ରେକ୍‌ ଲଗାଇବାକୁ ବିଭିନ୍ନ ଚିକିତ୍ସା ପଦ୍ଧତି ଓ ଥେରାପିର ସାହାଯ୍ୟ ନିଆଯାଉଥିବା ବେଳେ ଏହା ମଧ୍ୟରେ ପ୍ଲାଜମା ଥେରାପିକୁ ମିଳିଛି ସଫଳତା । ଇତି ମଧ୍ୟରେ ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ […]

plasam

plasam

Niharika Rout
  • Published: Thursday, 17 September 2020
  • Updated: 17 September 2020, 10:10 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ରାଜ୍ୟରେ ବି ଏହି ସଂଖ୍ୟା ଥମିବା ନାଁ ଧରୁ ନାହିଁ। କରୋନା ସ୍ପିଡ୍‌ ଉପରେ ବ୍ରେକ୍‌ ଲଗାଇବାକୁ ବିଭିନ୍ନ ଚିକିତ୍ସା ପଦ୍ଧତି ଓ ଥେରାପିର ସାହାଯ୍ୟ ନିଆଯାଉଥିବା ବେଳେ ଏହା ମଧ୍ୟରେ ପ୍ଲାଜମା ଥେରାପିକୁ ମିଳିଛି ସଫଳତା ।

ଇତି ମଧ୍ୟରେ ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ରାଜ୍ୟରେ ଏବେ ସୁଦ୍ଧା ୧୦୦୦ ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଯାଇ ଚିକିତ୍ସା କରାଗଲାଣି । ହଜାରେ ଜଣଙ୍କୁ ପ୍ଲାଜମା ଚିକିତ୍ସା କରିବାର ଶ୍ରେୟ ପ୍ଲାଜମା ଥେରାପି ଟିମ୍‌କୁ ଯାଉଛି ବୋଲି ମଧ୍ୟ କୁହାଯାଇଛି ।

ଏହି ଥେରାପିର ସଫଳତାକୁ ଦେଖି  ସରକାରୀ ଓ ବେସରକାରୀ କୋଭିଡ୍ ଚିକିତ୍ସାଳୟରେ ପ୍ଲାଜମା ମିଳିବାର ବନ୍ଦୋବସ୍ତ କରାଯାଇଛି। ଯିଏ ଆବଶ୍ୟକ କରିବେ, ତାଙ୍କୁ ପ୍ଲାଜମା ଚିକିତ୍ସା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ  ପକ୍ଷରୁ କୁହାଯାଇଛି । ଏଥିସହ କରୋନାରୁ ସୁସ୍ଥ  ହେଉଥିବା ଅଧିକ ସଂଖ୍ୟକ ବ୍ୟକ୍ତିଙ୍କୁ ପ୍ଲାଜମା ଦେବାକୁ ଉତ୍ସାହିତ ମଧ୍ୟ କରାଯାଉଛି।

ଅନ୍ୟପକ୍ଷରେ ରାଜ୍ୟରେ ଦିନକୁ କରୋନା ଟେଷ୍ଟ ୫୧ ହଜାର ୮୨୪ ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୯୩୫୨ଟି RTPCR, ଆଣ୍ଟିଜେନ୍- ୪୨,୩୬୬ଟି ଓ ଟ୍ରୁନଟ ପରୀକ୍ଷା ୧୦୬ ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୬୨,୯୨୦ରେ ପହଞ୍ଚି ସାରିଥିବା ବେଳେ ୧,୨୯, ୮୫୯ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଆକ୍ଟିଭ କେସ୍‌ ୩୨, ୩୫୨ ଥିବା ବେଳେ କରୋନା ଯୋଗୁ ରାଜ୍ୟରେ ୬୫୬ ଜଣ ଆଖି  ବୁଜି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story