ବେଆଇନ ଚାଲାଣ ବେଳେ ୧୦ ସାପ ଉଦ୍ଧାର, ଜଣେ ଅଟକ

ଭୁବନେଶ୍ୱର: ବେଆଇନ ଭାବେ ରାଜ୍ୟ ବାହାରକୁ ବିଷଧର ସାପ ଚାଲାଣ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ୍। ଅଭିଯୁକ୍ତଙ୍କ ଘର ସାକ୍ଷୀଗୋପାଳର ସାତଶଙ୍ଖ ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କଠାରୁ ୧୩ଟି ବିଶଧର ସାପକୁ ଉଦ୍ଧାର କରାଯାଇଛି। ସେ ସାପଗୁଡ଼ିକୁ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଏହି ସାପଗୁଡିକୁ ୩ରୁ ୪ ହଜାରଟଙ୍କାରେ ବିକ୍ରି କରାଯାଇଥାଏ। ଆଣ୍ଟିଭେନମ୍‌ ଔଷଧ ପ୍ରସ୍ତୁତିରେ ସାପର ବିଷ ବ୍ୟବହାର ହେଉଥିବାରୁ ଏଗୁଡିକର ବେଶ ଚାହିତା ରହିଛି। ଏହାସହ […]

snake smogling

snake smogling

Rakesh Mallick
  • Published: Wednesday, 09 March 2016
  • Updated: 09 March 2016, 04:14 PM IST

Sports

Latest News

snakesଭୁବନେଶ୍ୱର: ବେଆଇନ ଭାବେ ରାଜ୍ୟ ବାହାରକୁ ବିଷଧର ସାପ ଚାଲାଣ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ୍। ଅଭିଯୁକ୍ତଙ୍କ ଘର ସାକ୍ଷୀଗୋପାଳର ସାତଶଙ୍ଖ ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କଠାରୁ ୧୩ଟି ବିଶଧର ସାପକୁ ଉଦ୍ଧାର କରାଯାଇଛି। ସେ ସାପଗୁଡ଼ିକୁ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଏହି ସାପଗୁଡିକୁ ୩ରୁ ୪ ହଜାରଟଙ୍କାରେ ବିକ୍ରି କରାଯାଇଥାଏ। ଆଣ୍ଟିଭେନମ୍‌ ଔଷଧ ପ୍ରସ୍ତୁତିରେ ସାପର ବିଷ ବ୍ୟବହାର ହେଉଥିବାରୁ ଏଗୁଡିକର ବେଶ ଚାହିତା ରହିଛି। ଏହାସହ ନିଶା ପାଇଁ ସାପ ବିଷ ବ୍ୟବହାର ହେଉଥିବାରୁ ମେଟ୍ରୋସିଟି ଗୁଡିକରେ ଏହାର ଚାହିଦା କାହିଁରେ କ’ଣ ରହିଛି ବୋଲି କହିଛନ୍ତି ପିପୁଲ୍ସ ଫର ଆନିମଲ୍‌ ସଂସ୍ଥାର ସମ୍ପାଦକ ଅମୂଲ୍ୟ ନାୟକ।

ବାଲିପାଟଣା ଫରେଷ୍ଟ ରେଞ୍ଜ ଆର.ଏନ୍‌.ମହାପାତ୍ର କହିଛନ୍ତି ,“ବିଷଧର ସାପ ଚୋରାଚାଲାଣ ମାମଲାର ସବୁ ଦୃଷ୍ଟିକୋଣକୁ ନେଇ  ଅନୁଧ୍ୟାନ କରାଯାଉଛି। ଗିରଫ ପହିଲିକୁ ପଚରାଉଚରା କରାଯିବା ସହ ସାପଦାନ୍ତ ଭଙ୍ଗା ଯାଇଥିବାକୁ ଗୁରୁତର ଭାବେ ନେଇ ତଦନ୍ତ କାର୍ଯ୍ୟ ଜାରି ରହିଛି। ଏହାକୁ ଆଧାର କରି ଯାହା କିଛି ବାହାରିବ ତାକୁ ତଦନ୍ତ ପରିସରକୁ ଆଣିବି।”

ପିପୁଲ୍ସ ଫର୍ ଆନିମଲ୍ ଆଣ୍ଡ୍ ୱାଇଲ୍‌ଡର ସଦସ୍ୟଙ୍କ ଦ୍ୱାରା ସାପଗୁଡ଼ିକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story