୩ ସିନ୍ଧି ଚୋର ଗିରଫ: ସୁନା ଓ ବିଦେଶୀ ମୁଦ୍ରା ଜବତ

ଭୁବନେଶ୍ୱର: ରାଜଧାନୀରୁ ୩ ଜଣ ସିନ୍ଧି ଚୋରଙ୍କୁ ଆଜି ପୋଲିସ୍‌ ଗିରଫ କରିଛି। ସେମାନଙ୍କ ନିକଟରୁ ୨୫୦ ଗ୍ରାମରୁ ଅଧିକ ଓଜନର ସୁନା ଓ ୧୦୦ଟି ବିଦେଶୀ ମୁଦ୍ରା ସହ ଏକ ଅଟୋ ଜବତ କରିଛି। ଅଭିଯୁକ୍ତମାନେ ଦିନ ବେଳେ ଅଟୋ ଚଳାଇ ରାତିରେ ଲୁଟପାତ କରୁଥିବା ପୋଲିସ୍‌ କହିଛି। ଖଣ୍ଡଗିରି ଥାନାରେ ପୋଲିସ୍‌ ସେମାନଙ୍କୁ ପଚରାଉଚରା କରୁଛି। ସେମାନଙ୍କ ମଧ୍ୟରେ ନାବାଳକ ଥିବା ସୂଚନା ମିଳିଛି।

giraf

Rakesh Mallick
  • Published: Saturday, 21 January 2017
  • , Updated: 21 January 2017, 02:43 PM IST

Related story