ବାଲେଶ୍ୱର: ବ୍ରାଉନ୍‌ସୁଗର, ଗଞ୍ଜେଇ ଜବତ, ୪ ଗିରଫ

ବାଲେଶ୍ୱର: କେନ୍ଦ୍ରୀୟ ଫ୍ଲାଇଂ ସ୍କ୍ୱାର୍ଡ଼ ଓ ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ବାଲେଶ୍ୱର ଜିଲ୍ଳା ଝାଡେଶ୍ୱରପୁର ଏବଂ ନାମ୍ପୋ ଗାଁରେ ଚଢ଼ାଉ କରି ୨୫ କିଲୋରୁ ଅଧିକ ଗଞ୍ଜେଇ, ୩ଶହ ଗ୍ରାମ ବ୍ରାଉନ୍‌ସୁଗର ଓ ୧୪ ବୋତଲ ପଶ୍ଚିମବଙ୍ଗ ରାଜ୍ୟର ମଦ ଜବତ କରିଛି। ଏହି ଘଟଣାରେ ଝାଡେଶ୍ୱରପୁର ରେସବା ବିବି, ନସିମା ବିବି, ସେକ୍‌ କାଦର ଓ ନାମ୍ପୋ ଗ୍ରାମର ଅନିଲ ପରିଡ଼ାଙ୍କୁ ଗିରଫ କରିଛି। ଫ୍ଲାଇଂ ସ୍କ୍ୱାର୍ଡ଼ ଇନ୍ସପେକ୍ଟର ଅମରେନ୍ଦ୍ର ଜେନା ଓ […]

balasore

balasore

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 09:56 PM IST

Sports

Latest News

balasoreବାଲେଶ୍ୱର: କେନ୍ଦ୍ରୀୟ ଫ୍ଲାଇଂ ସ୍କ୍ୱାର୍ଡ଼ ଓ ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ବାଲେଶ୍ୱର ଜିଲ୍ଳା ଝାଡେଶ୍ୱରପୁର ଏବଂ ନାମ୍ପୋ ଗାଁରେ ଚଢ଼ାଉ କରି ୨୫ କିଲୋରୁ ଅଧିକ ଗଞ୍ଜେଇ, ୩ଶହ ଗ୍ରାମ ବ୍ରାଉନ୍‌ସୁଗର ଓ ୧୪ ବୋତଲ ପଶ୍ଚିମବଙ୍ଗ ରାଜ୍ୟର ମଦ ଜବତ କରିଛି।

ଏହି ଘଟଣାରେ ଝାଡେଶ୍ୱରପୁର ରେସବା ବିବି, ନସିମା ବିବି, ସେକ୍‌ କାଦର ଓ ନାମ୍ପୋ ଗ୍ରାମର ଅନିଲ ପରିଡ଼ାଙ୍କୁ ଗିରଫ କରିଛି।

ଫ୍ଲାଇଂ ସ୍କ୍ୱାର୍ଡ଼ ଇନ୍ସପେକ୍ଟର ଅମରେନ୍ଦ୍ର ଜେନା ଓ ଅବକାରୀ ବିଭାଗ ସବ୍‌ଇନ୍ସପେକ୍ଟର ଅଜୟ ବେହେରାଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story