୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତ ଅଟକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଦ ଗାଁର ସାମାକୋଇ ସାହିର ଜଣେ ୪ ବର୍ଷର ଶିଶୁ କନ୍ୟାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ହେଲେ ଗାଁର କିର୍ତ୍ତନ ସାହୁଙ୍କ ପୁଅ ସାରଥି ସାହୁ। ଗତକାଲି ଦିନ ୩ଟା ବେଳେ ଏହି ଘଟଣା ଘଟିଛି। ଏ ସମ୍ପର୍କରେ କାହାକୁ କିଛି ନ କହିବାକୁ ଝିଅଟିକୁ ଅଭିଯୁକ୍ତ ଜଣକ ଧମକ ଦେଇଥିଲା। ଝିଅଟି ଘରକୁ ଫେରିବା ପରେ ତାର ସ୍ୱାସ୍ଥ୍ୟାବସ୍ଥା ଦେଖି ପରିବାର ଲୋକ ତାକୁ […]

rape

rape

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 12:25 PM IST

Sports

Latest News

ଅନୁଗୋଳ: ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଦ ଗାଁର ସାମାକୋଇ ସାହିର ଜଣେ ୪ ବର୍ଷର ଶିଶୁ କନ୍ୟାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ହେଲେ ଗାଁର କିର୍ତ୍ତନ ସାହୁଙ୍କ ପୁଅ ସାରଥି ସାହୁ।

ଗତକାଲି ଦିନ ୩ଟା ବେଳେ ଏହି ଘଟଣା ଘଟିଛି। ଏ ସମ୍ପର୍କରେ କାହାକୁ କିଛି ନ କହିବାକୁ ଝିଅଟିକୁ ଅଭିଯୁକ୍ତ ଜଣକ ଧମକ ଦେଇଥିଲା। ଝିଅଟି ଘରକୁ ଫେରିବା ପରେ ତାର ସ୍ୱାସ୍ଥ୍ୟାବସ୍ଥା ଦେଖି ପରିବାର ଲୋକ ତାକୁ ପଚାରିଥିଲେ। ଝିଅ ପାଖରୁ ସମସ୍ତ କଥା ଶୁଣିବା ପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗାଁଲୋକେ ସାରଥିକୁ ନିସ୍ତୁକ ମାଡ଼ ମାରିବା ସହ ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ଆଣି ପଚରାଉଚରା କରୁଛି।

 ନାବାଳିକାର ଡାକ୍ତରୀ ମାଇନା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos