ଗିରଫ ୫ ସିମି ଆତଙ୍କବାଦୀଙ୍କ ସମ୍ପର୍କରେ ଜାଣିବାକୁ ହେବ ଡିଏନ୍ଏ ଟେଷ୍ଟ
ଭୁବନେଶ୍ୱର: ରାଉରକେଲାରୁ ଗିରଫ ୫ ସିମି ଆତଙ୍କବାଦୀଙ୍କ ଓଡ଼ିଶା ରହଣୀ ସମ୍ପର୍କରେ ଜାଣିବା ପାଇଁ ଡିଏନ୍ଏ ଟେଷ୍ଟ କରାଯିବ। ସେମାନେ ରାଉରକେଲା ଓ ଭଦ୍ରକରେ ରହିବା ବେଳେ ବ୍ୟବହାର କରିଥିବା ସାମଗ୍ରୀର ଡିଏନ୍ଏ ଟେଷ୍ଟ କରାଯିବ। ଏଥିପାଇଁ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସେପଟେ ଏନଆଇଏ, ଆଇବି ସହ ଆଜି ଜେରାରେ ସାମିଲ ହୋଇଛି ଛତିଶଗଡ଼ ପୋଲିସ। ପୂର୍ବରୁ ତଦନ୍ତ ଜାରି ରଖିଥିବା ଏସ୍ଟିଏଫ୍ ବର୍ତ୍ତମାନ ତଦନ୍ତର ପରିସରକୁ ଆହୁରି ପରିବ୍ୟାକ୍ତି କରିଛି।