ଭୁବନେଶ୍ୱର ବିମାନବନ୍ଦରରୁ ୬ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ଆଜି ୬ ଲକ୍ଷ ଟଙ୍କା ଜବତ କରାଯାଇଛି। ସିଆଇଏସ୍‌ଏଫ୍‌ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ କରିବା ସହିତ ଜଣେ ଯୁବକଙ୍କୁ ଧରିଥିଲା। ଜବତ ଟଙ୍କା ନୂଆ ନୋଟ୍ ବୋଲି ହୋଇଥିବା ସୂଚନା। ଅଧିକ ପଚରାଉଚରା ପାଇଁ ଉକ୍ତ ଯୁବକଙ୍କୁ ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି।

bhubaneswar

Rakesh Mallick
  • Published: Thursday, 05 January 2017
  • , Updated: 05 January 2017, 02:20 PM IST

Related story