୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ ଜଣେ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଖେଳୁଥିବା ବେଳେ ତାଙ୍କୁ ଖାଦ୍ୟର ଲୋଭ ଦେଖାଇ ଜଣେ ବୁଟୁ ହରିଜନ ନାମକ ଜଣେ ୬୫ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବୁଟୁ  ହରିଜନ ଫେରାର ହୋଇଯାଇଛି। ମା ଘର ଅଧ୍ୟକ୍ଷା ଥାନାରେ ଏତଲା ଦେବା ପରେ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତନଘନା ଚଳାଇଛି। ମା ଘର ଅଧ୍ୟକ୍ଷା […]

raped

raped

Rakesh Mallick
  • Published: Tuesday, 06 September 2016
  • Updated: 06 September 2016, 08:36 AM IST

Sports

Latest News

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ ଜଣେ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଖେଳୁଥିବା ବେଳେ ତାଙ୍କୁ ଖାଦ୍ୟର ଲୋଭ ଦେଖାଇ ଜଣେ ବୁଟୁ ହରିଜନ ନାମକ ଜଣେ ୬୫ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବୁଟୁ  ହରିଜନ ଫେରାର ହୋଇଯାଇଛି। ମା ଘର ଅଧ୍ୟକ୍ଷା ଥାନାରେ ଏତଲା ଦେବା ପରେ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତନଘନା ଚଳାଇଛି।

ମା ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ କହିଛନ୍ତି,“୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଲଜ୍ଜ୍ୟାଜନକ। ବିସ୍କୁଟ ଖାଇବାକୁ ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ନିଜେ ନାବାଳିକା ଆମ ନିକଟରେ ଅଭିଯୋଗ କରିଛି। ଅଭିଯୁକ୍ତକୁ ଗିରଫ କରାଯାଇ ତାକୁ କଠୋର ଦଣ୍ଡ ଦିଆଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos