‘ଆହା’ ମାମଲା: ଭଙ୍ଗାରୁଜା କରିଥିବା ୪ ଛାତ୍ର ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏୟାର ହୋଷ୍ଟେସ୍ ଆଣ୍ଡ ହସ୍ପିଟାଲିଟି ଏକାଡେମୀ (‘ଆହା’)ରେ ବ୍ୟାପକ ଭଙ୍ଗାରୁଜା କରିବା ଅଭିଯୋଗରେ କମିଶନରେଟ୍ ପୋଲିସ୍ ଶନିବାର ୪ ଜଣ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ଛାତ୍ରମାନେ ହେଲେ ଦେବବ୍ରତ ରାୟଗୁରୁ, ଅଲେଖ ଦାସ, ଅଶୋକ ସ୍ୱାଇଁ ଓ ବିସୁଦ୍ଧ ବିହାରୀ ନାୟକ। ସିସିଟିଭି ଓ ଭିଡିଓ ଫୁଟେଜ୍ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି। ସେ କହିଛନ୍ତି ଯେ ଏ ମାମଲାରେ ଅଧିକ ତଦନ୍ତ ଚାଲିଛି। ଆଉ […]

aha

aha

Rakesh Mallick
  • Published: Saturday, 21 November 2015
  • Updated: 21 November 2015, 09:48 AM IST

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏୟାର ହୋଷ୍ଟେସ୍ ଆଣ୍ଡ ହସ୍ପିଟାଲିଟି ଏକାଡେମୀ (‘ଆହା’)ରେ ବ୍ୟାପକ ଭଙ୍ଗାରୁଜା କରିବା ଅଭିଯୋଗରେ କମିଶନରେଟ୍ ପୋଲିସ୍ ଶନିବାର ୪ ଜଣ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ଛାତ୍ରମାନେ ହେଲେ ଦେବବ୍ରତ ରାୟଗୁରୁ, ଅଲେଖ ଦାସ, ଅଶୋକ ସ୍ୱାଇଁ ଓ ବିସୁଦ୍ଧ ବିହାରୀ ନାୟକ। ସିସିଟିଭି ଓ ଭିଡିଓ ଫୁଟେଜ୍ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି। ସେ କହିଛନ୍ତି ଯେ ଏ ମାମଲାରେ ଅଧିକ ତଦନ୍ତ ଚାଲିଛି। ଆଉ କାହାରି ସଂପୃକ୍ତି ଥିବା ଜଣାପଡ଼ିଲେ ତାଙ୍କୁ ବି ଗିରଫ କରାଯିବ।

କ୍ୟାମ୍ପସ ପ୍ଲେସମେଣ୍ଟ୍ ଦିଆଯାଉ ନ ଥିବା ତଥା ପ୍ଲେସମେଣ୍ଟ୍ ନାଁରେ ଛାତ୍ରୀମାନଙ୍କୁ ଯୌନ ଶୋଷଣ କରାଯାଉଥିବା ଅଭିଯୋଗ କରି ଗତ ବୁଧବାର ଛାତ୍ରଛାତ୍ରୀମାନେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ସଂସ୍ଥାର ନିର୍ଦ୍ଦେଶକଙ୍କ ସହିତ କର୍ମଚାରୀଙ୍କୁ ମାଡ଼ ମାରିଥିଲେ।

‘ଆହା’ର ନିର୍ଦ୍ଦେଶକ କର୍ଣ୍ଣେଲ ଦିଲ୍ଲୀପ ରାଉତରାୟଙ୍କୁ ମଧ୍ୟ ଗିରଫ କରାଯାଇଛି। ଗୁରୁବାର ତାଙ୍କୁ ଗିରଫ କରାଯାଇଥିଲା। ଆଫିଲିଏସନ୍ ନ ଥାଇ ଅନୁଷ୍ଠାନ ଚଳାଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ତାଙ୍କ ବିରୁଦ୍ଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ ଚାଲିଛି। ଆବଶ୍ୟକ ହେଲେ କମିଶନରେଟ୍ ପୋଲିସର ଏକ ଟିମ୍ ହାଇଦ୍ରାବାଦ ଯାଇ ଏହି ଅଭିଯୋଗର ତଦନ୍ତ କରିବ ବୋଲି ଡିସିପି କହିଥିଲେ। ଅନୁଷ୍ଠାନର କିଛି ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ନିଯୁକ୍ତି ନାଁରେ ଅନ୍ୟମାନଙ୍କ ସହ ଶାରିରୀକ ସଂପର୍କ ରଖିବାକୁ କୁହାଯାଉଥିଲା। ୭ ବର୍ଷ ଧରି ଚାଲିଥିବା ଏହ ଅନୁଷ୍ଠାନ ସାର୍ଟିଫିକେଟ୍ ମଧ୍ୟ ଦେଉ ନ ଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଗିରଫ ଦିଲ୍ଲୀପ ରାଉତରାୟ ଛାତ୍ରଛାତ୍ରୀମାନଙ୍କର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story