ଓଏଏସ୍ କ୍ୱାର୍ଟର୍ସରୁ ମଣିପୁର ଯୁବକଙ୍କ ମୃତଦେହ ମିଳିବା ଘଟଣା: ଆଜି ଭୁବନେଶ୍ୱର ଆସିପାରେ ମଣିପୁର ପୋଲିସର ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର: ଭୁବନେଶ୍ୱର ଓଏଏସ୍ କ୍ୱାର୍ଟର୍ସ ପରିସରରୁ ମଣିପୁର ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି । ଗୁରୁବାର ମଣିପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଆସିବାର ସମ୍ଭାବନା ରହିଛି। ମଣିପୁର ପୋଲିସ୍ ଓ ମୃତ ଯୁବକଙ୍କ ପରିବାର ଲୋକେ କମିଶନରେଟ୍ ପୋଲିସକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ କମିଶନରେଟ୍ ପୋଲିସ୍ ସହ ମିଶି ମିଳିତ ଭାବେ ମଣିପୁର ପୋଲିସ୍ ଘଟଣାର ପୁନଃଯାଞ୍ଚ କରିବ। ଏନେଇ ମୃତ ଯୁବକଙ୍କ ପରିବାର ଲୋକେ ପୂର୍ବରୁ ଦାବି […]

manipur

manipur

Rakesh Mallick
  • Published: Thursday, 10 December 2015
  • Updated: 10 December 2015, 10:46 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଓଏଏସ୍ କ୍ୱାର୍ଟର୍ସ ପରିସରରୁ ମଣିପୁର ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି । ଗୁରୁବାର ମଣିପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଆସିବାର ସମ୍ଭାବନା ରହିଛି। ମଣିପୁର ପୋଲିସ୍ ଓ ମୃତ ଯୁବକଙ୍କ ପରିବାର ଲୋକେ କମିଶନରେଟ୍ ପୋଲିସକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ କମିଶନରେଟ୍ ପୋଲିସ୍ ସହ ମିଶି ମିଳିତ ଭାବେ ମଣିପୁର ପୋଲିସ୍ ଘଟଣାର ପୁନଃଯାଞ୍ଚ କରିବ। ଏନେଇ ମୃତ ଯୁବକଙ୍କ ପରିବାର ଲୋକେ ପୂର୍ବରୁ ଦାବି କରିଥିଲେ।

ଗତ ୨ ତାରିଖରେ ଝୁଲନ୍ତା ଅବସ୍ଥାରେ ମଣିପୁରର ଯୁବକ ଏଲ.ପୁମାଇଙ୍କ ମୃତଦେହ ମିଳିଥିଲା। ଶବବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ଯୁବକ ଜଣକ ଆତ୍ମହତ୍ୟା କରିଥିବା ଦର୍ଶାଇଥିଲା କମିଶନରେଟ୍ ପୋଲିସ୍।

ସେପଟେ ପରିବାର ଲୋକେ ଭୁବନେଶ୍ୱର ଆସି ଅଭିଯୋଗ କରିଥିଲେ ଯେ ଏଲ୍.ପୁମାଇ ଟ୍ରେନରେ ବାଙ୍ଗାଲୋର୍ ଯାଉଥିବାବେଳେ ତାଙ୍କୁ କିଛି ବ୍ୟକ୍ତି ଧମକ ଚମକ ଦେଉଥିଲେ। ଏହାପରଠୁ ପୁମାଇଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ତେବେ ବାଙ୍ଗାଲୋର୍ ଯାଉଥିବା ପୁମାଇଙ୍କ ମୃତ୍ୟୁ ଭୁବନେଶ୍ୱରରେ ଏବଂ ସରକାରୀ କ୍ୱାର୍ଟର୍ସରେ କେମିତି ହେଲା ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story