ଆନନ୍ଦପୁର: ହରିଆଣାରେ ବିକ୍ରି ହୋଇଥିବା ଯୁବତୀ ଉଦ୍ଧାର, ୩ ଗିରଫ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ସୋସୋ ଥାନା ଜଉଠବାହାଳି ଅଂଚଳରେ ଜଣେ ଯୁବତୀଙ୍କୁ ହରିୟାଣାରେ ବିକ୍ରି କରାଯିବା ଘଟଣାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ତାଙ୍କୁ ବିକ୍ରି କରିଥିବା ଗହମୀ ତନ୍ତୀ ଓ ରାମ ତନ୍ତୀ ଏବଂ କିଣିଥିବା ସଚିନ ସିଂହ। ସୋସୋ ପୋଲିସ୍ ଏ ତିନି ଜଣଙ୍କୁ ଗିରଫ କରିବା ସହ ଯୁବତୀ ଜଣଙ୍କୁ ଉଦ୍ଧାର କରିଛି। ସୋସୋ ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ସୋସୋ ଗାଁର ଜଣେ […]

anadpur

anadpur

Rakesh Mallick
  • Published: Friday, 13 November 2015
  • Updated: 13 November 2015, 05:11 PM IST

Sports

Latest News

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ସୋସୋ ଥାନା ଜଉଠବାହାଳି ଅଂଚଳରେ ଜଣେ ଯୁବତୀଙ୍କୁ ହରିୟାଣାରେ ବିକ୍ରି କରାଯିବା ଘଟଣାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ତାଙ୍କୁ ବିକ୍ରି କରିଥିବା ଗହମୀ ତନ୍ତୀ ଓ ରାମ ତନ୍ତୀ ଏବଂ କିଣିଥିବା ସଚିନ ସିଂହ। ସୋସୋ ପୋଲିସ୍ ଏ ତିନି ଜଣଙ୍କୁ ଗିରଫ କରିବା ସହ ଯୁବତୀ ଜଣଙ୍କୁ ଉଦ୍ଧାର କରିଛି।

ସୋସୋ ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ସୋସୋ ଗାଁର ଜଣେ ଯୁବତୀ ରୁନି (ଛଦ୍ମନାମ)ଙ୍କୁ ସେହି ଗାଁର ଗହମୀ ତନ୍ତୀ ଓ ତାଙ୍କ ସ୍ୱାମୀ ରାମ ତନ୍ତୀ କାମ ଯୋଗାଇ ଦେବା ନାଁରେ ହରିଆଣାକୁ ନେଇ ଯାଇଥିଲେ। ସେଠାରେ ସେମାନେ ଯୁବତୀ ଜଣଙ୍କୁ ସଚିନ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ମାତ୍ର ୧୫ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ସଚିନ୍ କିଛି ଦିନ ରୁନିଙ୍କୁ ସ୍ତ୍ରୀ ଭାବେ ରଖିବା ପରେ ଅତ୍ୟାଚାର ଆରମ୍ଭ କରି ଦେଇଥିଲା। ରୁନି ଘଟଣା ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ପରେ ତାଙ୍କ ପରିବାର ଲୋକେ

ସୋସୋ ଥାନାରେ ଗତ ସେପ୍ଟେମ୍ବର ୧୭ ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ୍ ଘଟଣାର ତଦନ୍ତ କରି ରୁନିଙ୍କୁ ହରିଆଣାରୁ ଉଦ୍ଧାର କରିବା ସହ ତିନି ଜଣଙ୍କୁ ଗିରଫ କରିଥିଲା। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story