ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲା: ୪ରେ ସୁପ୍ରିମକୋର୍ଟରେ ପ୍ରଭାତ ତ୍ରିପାଠୀଙ୍କ ଜାମିନ ଆବେଦନ ଶୁଣାଣି

କଟକ: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଜାମିନ ଖାରଜ ଲାଗି ହୋଇଥିବା ଆବେଦନ ଉପରେ ଆସନ୍ତା ୪ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ସେହିପରି ମଡେଲ ପ୍ରୀତି ଭାଟିଆଙ୍କ ସର୍ତ୍ତମୂଳକ ଜାମିନର ଚୂଡାନ୍ତ ଶୁଣାଣି ହେବ। ଏହା ସହିତ ପ୍ରୀତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହଜାର ମଧ୍ୟ ହେବେ। ଅର୍ଥତତ୍ତ୍ୱ ମନି ସର୍କୁଲେସନ ନେଇ ତାଙ୍କୁ ପଚରାଉଚରା କରାଯିବ। ଅର୍ଥତତ୍ତ୍ୱ ଲିଙ୍କରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ହାଇକୋର୍ଟ ଜାମିନ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ […]

pravat

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 05:16 PM IST

କଟକ: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଜାମିନ ଖାରଜ ଲାଗି ହୋଇଥିବା ଆବେଦନ ଉପରେ ଆସନ୍ତା ୪ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ସେହିପରି ମଡେଲ ପ୍ରୀତି ଭାଟିଆଙ୍କ ସର୍ତ୍ତମୂଳକ ଜାମିନର ଚୂଡାନ୍ତ ଶୁଣାଣି ହେବ। ଏହା ସହିତ ପ୍ରୀତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହଜାର ମଧ୍ୟ ହେବେ। ଅର୍ଥତତ୍ତ୍ୱ ମନି ସର୍କୁଲେସନ ନେଇ ତାଙ୍କୁ ପଚରାଉଚରା କରାଯିବ। ଅର୍ଥତତ୍ତ୍ୱ ଲିଙ୍କରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ହାଇକୋର୍ଟ ଜାମିନ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସିବିଆଇ ସ୍ପେଶାଲ ଲିଭ୍ ପିଟିସନ ଦାଖଲ କରିଥିଲା।

Related story