ଆସନ୍ତାକାଲି ପପୁ ପମ୍‌ପମ୍‌ଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର:  ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇ ଥାନାରେ ଥିବା ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଜାମିନ ଆବେଦର ଶୁଣାଣି ହେବ। ପୂର୍ବରୁ ସତ୍ୟପାଠ ଦାଖଲ କରିଥିବା ଓ ପପୁଙ୍କ ସହ ଆପୋଷ ସମାଧାନ ହୋଇଥିବା ବୟାନ ଦେଇଥିବା ନାବାଳିକାଙ୍କ ବାପାମାଆ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ଦେବାର ସମ୍ଭାବନା ରହିଛି। ପପୁ ଓ ନାବାଳିକାଙ୍କ ବାପାଙ୍କ ଓକିଲ କହିଛନ୍ତି, “ଏତଲା ପୂର୍ବରୁ ନାବାଳିକାଙ୍କ ବାପାମାଆଙ୍କ ଅନୁମତି ନିଆଯାଇନାହିଁ। ଏ ନେଇ କୋର୍ଟଙ୍କୁ ଅବଗତ […]

papu

papu

Rakesh Mallick
  • Published: Sunday, 10 July 2016
  • Updated: 10 July 2016, 11:22 PM IST

Sports

Latest News

papuଭୁବନେଶ୍ୱର:  ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇ ଥାନାରେ ଥିବା ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଜାମିନ ଆବେଦର ଶୁଣାଣି ହେବ। ପୂର୍ବରୁ ସତ୍ୟପାଠ ଦାଖଲ କରିଥିବା ଓ ପପୁଙ୍କ ସହ ଆପୋଷ ସମାଧାନ ହୋଇଥିବା ବୟାନ ଦେଇଥିବା ନାବାଳିକାଙ୍କ ବାପାମାଆ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ଦେବାର ସମ୍ଭାବନା ରହିଛି।

ପପୁ ଓ ନାବାଳିକାଙ୍କ ବାପାଙ୍କ ଓକିଲ କହିଛନ୍ତି, “ଏତଲା ପୂର୍ବରୁ ନାବାଳିକାଙ୍କ ବାପାମାଆଙ୍କ ଅନୁମତି ନିଆଯାଇନାହିଁ। ଏ ନେଇ କୋର୍ଟଙ୍କୁ ଅବଗତ କରାଯିବା ସହ ଆପୋଷ ସମାଧାନ ସତ୍ୟପାଠ ଦାଖଲ କରାଯିବ। ସିଡବ୍ଲ୍ୟୁସି ରିପୋର୍ଟରେ ପରିବାର ଲୋକଙ୍କ ମତାମତ ଉଲ୍ଲେଖ ନ ଥିବା ନେଇ ମଧ୍ୟ କୋର୍ଟଙ୍କୁ ଅବଗତ କରାଯିବ। ଆବଶ୍ୟକ ପଡ଼ିଲେ ନାବାଳିକାଙ୍କ ବାପାମାଆଙ୍କୁ କୋର୍ଟରେ ହାଜର କରାଯିବ।

କୋର୍ଟରେ ପପୁଙ୍କ ବିରୋଧରେ ସିଡବ୍ଲ୍ୟୁସି ବରିଷ୍ଠ ଯୁକ୍ତି ଉପସ୍ଥାପନ କରିବ ବୋଲି କହିଛି। ସିଡବ୍ଲ୍ୟୁସି ପକ୍ଷରୁ କୁହାଯାଇଛି, “ଯଦି ଆପୋଷ ସମାଧାନ ହୋଇଥିଲା ତା’ହେଲେ ନାବାଳିକା ପପୁଙ୍କ ବିରୋଧରେ କାହିଁକି ମୁହଁ ଖୋଲିଲେ। ସିଡବ୍ଲ୍ୟୁସି, ପୋଲିସ ଓ କୋର୍ଟରେ ୫ଥର ସେ ପପୁଙ୍କ ବିରୋଧରେ ବୟାନ ଦେଇଛନ୍ତି। ସତ୍ୟପାଠରେ ଦର୍ଶାଯାଇଥିବା ତଥ୍ୟରୁ ଯୌନ ନିର୍ଯାତନା ଘଟଣା ସ୍ପଷ୍ଟ ହେଉନାହିଁ। ନାବାଳିକା ଏବଂ ତାଙ୍କ ବାପାମାଆଙ୍କ ତଥ୍ୟରେ ତାଳମେଳ ରହୁନାହିଁ।”

ସିଡବ୍ଲ୍ୟୁସି ସଦସ୍ୟ ବେଣୁଧର ସେନପତି କହିଛନ୍ତି, “କୋର୍ଟଙ୍କ ଉପରେ ଭରଷା ଅଛି। ବର୍ତ୍ତମାନ ସୁଦ୍ଧା ପୋଲିସ ତଦନ୍ତ ଠିକ୍‌ ବାଟରେ ଆଗଉଛି। ନାବାଳିକା ନ୍ୟାୟ ପାଇବାରେ ଏପରି ଭାଷଣବାଜି କିଛି ପ୍ରଭାବ ପକାଇବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story