ଆଶୀର୍ବାଦ ବେହେରାଙ୍କ ଘରେ ବୋମାମାଡ ଘଟଣା: ମୁଖ୍ୟ ଅଭିଯୁକ୍ତ ହାଇଦ୍ରାବାଦରୁ ଗିରଫ

କଟକ: ଓଡିଶା କ୍ରିକେଟ ଆସୋସିଏସନ୍ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଘରେ ବୋମାମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଶେଖ୍ ସୁନୀଲକୁ ପୋଲିସ ହାଇଦ୍ରାବାଦରୁ ଗିରଫ କରିଛି। ତାକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଉଛି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।  ଆଶୀର୍ବାଦଙ୍କ ଘରକୁ ବୋମା ଫିଙ୍ଗିଥିବା ୩ ଜଣଙ୍କ ମଧ୍ୟରେ ଶେଖ୍ ସୁନୀଲ ଅନ୍ୟଜଣେ ଅଭିଯୁକ୍ତ ଥିଲେ। ପୂର୍ବରୁ ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି।

asirbada

asirbada

Rakesh Mallick
  • Published: Monday, 07 September 2015
  • Updated: 07 September 2015, 12:13 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story