ଏଟି ଠକେଇ: ୨୩ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ଭୁବନେଶ୍ୱର: ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ୨୩ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ପୂର୍ବରୁ ୮୪ କୋଟି ଟଙ୍କାର ସମ୍ପର୍ତ୍ତି ଜବତ କରାଯାଇଥିଲା। ଗତ ୨୧ ତାରିଖରେ ଏଟିର ମୁଖ୍ୟ ପ୍ରଦୀପ ସେଠୀ ନିଜ ଦୋଷ ସ୍ୱୀକାର କରି ଭିଜିଲାନ୍ସ କୋର୍ଟରେ ଏକ ପିଟିସନ୍‌ ଦାଖଲ କରିଥିଲେ। ଝାଡ଼ପଡ଼ା ଜେଲରଙ୍କ ମାଧ୍ୟମରେ ଏହି ପିଟିସନ୍‌ଦାଖଲ କରାଯାଇଥିଲା। ଆସନ୍ତା ୨ ତାରିଖରେ ଏହି ମାମଲାର ଶୁଣାଣି କରାଯିବାର ସମ୍ଭାବନା ରହିଛି।

pradeep

Rakesh Mallick
  • Published: Friday, 30 December 2016
  • , Updated: 30 December 2016, 08:05 PM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ୨୩ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ପୂର୍ବରୁ ୮୪ କୋଟି ଟଙ୍କାର ସମ୍ପର୍ତ୍ତି ଜବତ କରାଯାଇଥିଲା।

ଗତ ୨୧ ତାରିଖରେ ଏଟିର ମୁଖ୍ୟ ପ୍ରଦୀପ ସେଠୀ ନିଜ ଦୋଷ ସ୍ୱୀକାର କରି ଭିଜିଲାନ୍ସ କୋର୍ଟରେ ଏକ ପିଟିସନ୍‌ ଦାଖଲ କରିଥିଲେ। ଝାଡ଼ପଡ଼ା ଜେଲରଙ୍କ ମାଧ୍ୟମରେ ଏହି ପିଟିସନ୍‌ଦାଖଲ କରାଯାଇଥିଲା। ଆସନ୍ତା ୨ ତାରିଖରେ ଏହି ମାମଲାର ଶୁଣାଣି କରାଯିବାର ସମ୍ଭାବନା ରହିଛି।

Related story