ଏଟି ଚିଟ୍‌ଫଣ୍ଡ ଠକେଇ: ଜ୍ୟୋତିପ୍ରକାଶକୁ ରିମାଣ୍ଡରେ ନେଲା ଇଡି

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ସଂସ୍ଥାର ଫାଉଣ୍ଡର ଡାଇରେକ୍ଟର ଜ୍ୟୋତିପ୍ରକାଶ ଜୟପ୍ରକାଶକୁ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଜ୍ୟୋତିପ୍ରକାଶଙ୍କୁ ୪ଦିନିଆ ରିମାଣ୍ଡରେ ନେବାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଇଡି ପକ୍ଷରୁ ଆବେଦନ କରାଯାଇଥିଲା। କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି। ଅର୍ଥତତ୍ତ୍ୱ ମନି ସର୍କୁଲେସନ ସମ୍ପର୍କରେ ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ ରିମାଣ୍ଡରେ ନିଆଯାଇଛି। ଏହାପୂର୍ବରୁ ମଧ୍ୟ ଜ୍ୟୋତିପ୍ରକାଶଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରିଥିଲା ଇଡି। ତେବେ ଅଧିକ ତଥ୍ୟ ହାସଲ ପାଇଁ ପୁଣି ଥରେ ୪ […]

at cmd-jyotiprakash jayprakash

Rakesh Mallick
  • Published: Monday, 08 February 2016
  • , Updated: 08 February 2016, 03:23 PM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ସଂସ୍ଥାର ଫାଉଣ୍ଡର ଡାଇରେକ୍ଟର ଜ୍ୟୋତିପ୍ରକାଶ ଜୟପ୍ରକାଶକୁ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଜ୍ୟୋତିପ୍ରକାଶଙ୍କୁ ୪ଦିନିଆ ରିମାଣ୍ଡରେ ନେବାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଇଡି ପକ୍ଷରୁ ଆବେଦନ କରାଯାଇଥିଲା। କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି। ଅର୍ଥତତ୍ତ୍ୱ ମନି ସର୍କୁଲେସନ ସମ୍ପର୍କରେ ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ ରିମାଣ୍ଡରେ ନିଆଯାଇଛି। ଏହାପୂର୍ବରୁ ମଧ୍ୟ ଜ୍ୟୋତିପ୍ରକାଶଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରିଥିଲା ଇଡି। ତେବେ ଅଧିକ ତଥ୍ୟ ହାସଲ ପାଇଁ ପୁଣି ଥରେ ୪ ଦିନିଆ ରିମାଣ୍ଡରେ ନିଆଯାଇଛି। ଏଥର ରିମାଣ୍ଡ ସମୟରେ ମନି ସର୍କୁଲେସନରେ ସମ୍ପୃକ୍ତ ଆଉ କିଛି ଲୋକଙ୍କୁ ମିଳିତ ଭାବେ ଜେରା କରାଯାଇପାରେ।

Related story