ଆଠଗଡ଼: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୧୦ ବର୍ଷ ଜେଲ୍‌

ଆଠଗଡ଼: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଆସାମୀ ଚନ୍ଦନ ରାମଙ୍କୁ ଆଠଗଡ଼ ଅତିରିକ୍ତ ଦୌରାଜଜ୍ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହିତ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଯଦି ଜରିମାନା ଅନାଦେୟ ହୁଏ ଆଉ ୧ ବର୍ଷ ଅଧିକ ଜେଲ୍‌ରେ ରହିବାକୁ କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କୃଷ୍ଣଶ୍ୟାମପୁର ଠାରେ ଥିବା ଜଗଦମ୍ୱା ହୋଟେଲରେ ଅବକାରୀ ବିଭାଗ ଚଢ଼ାଉ କରି ୨୬୦ କେଜି ଗଞ୍ଜେଇ ଜବତ କରିବା ସହ […]

athgada

athgada

Rakesh Mallick
  • Published: Friday, 26 August 2016
  • Updated: 26 August 2016, 11:09 AM IST

Sports

Latest News

ganjaଆଠଗଡ଼: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଆସାମୀ ଚନ୍ଦନ ରାମଙ୍କୁ ଆଠଗଡ଼ ଅତିରିକ୍ତ ଦୌରାଜଜ୍ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହିତ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଯଦି ଜରିମାନା ଅନାଦେୟ ହୁଏ ଆଉ ୧ ବର୍ଷ ଅଧିକ ଜେଲ୍‌ରେ ରହିବାକୁ କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କୃଷ୍ଣଶ୍ୟାମପୁର ଠାରେ ଥିବା ଜଗଦମ୍ୱା ହୋଟେଲରେ ଅବକାରୀ ବିଭାଗ ଚଢ଼ାଉ କରି ୨୬୦ କେଜି ଗଞ୍ଜେଇ ଜବତ କରିବା ସହ ରାଜସ୍ଥାନ ଅଞ୍ଚଳର ରାମ ଚନ୍ଦନକୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story