ବଲାଙ୍ଗିରରେ ନାବାଳିକାକୁ ଦୁଷ୍କର୍ମ ମାମଲା: ଦୋଷୀ ଆଲୋକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ  

ବଲାଙ୍ଗିର: ବଲାଙ୍ଗିରରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ମାମଲାରେ ଅଭିଯୁକ୍ତ ଆଲୋକ ପଟ୍ଟନାୟକକୁ ଜିଲ୍ଲା ଦୌରାଜଜ୍ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୩ ଜାନୁୟାରୀ ୧୫ ତାରିଖରେ ରାଜୀବ ନଗରରେ ଜଣେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ବଲାଙ୍ଗିର ଟାଉନ ଥାନାରେ ଏନେଇ ପୀଡିତାର ମାଆ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି  ପୋଲିସ ଆଲୋକ ପଟ୍ଟନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

alok pattanayak-balangir

Rakesh Mallick
  • Published: Saturday, 17 October 2015
  • , Updated: 17 October 2015, 10:01 AM IST

ବଲାଙ୍ଗିର: ବଲାଙ୍ଗିରରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ମାମଲାରେ ଅଭିଯୁକ୍ତ ଆଲୋକ ପଟ୍ଟନାୟକକୁ ଜିଲ୍ଲା ଦୌରାଜଜ୍ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୦୧୩ ଜାନୁୟାରୀ ୧୫ ତାରିଖରେ ରାଜୀବ ନଗରରେ ଜଣେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା। ବଲାଙ୍ଗିର ଟାଉନ ଥାନାରେ ଏନେଇ ପୀଡିତାର ମାଆ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି  ପୋଲିସ ଆଲୋକ ପଟ୍ଟନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Related story