ବଳରାମ ଗୌଡ଼ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ଆସିକା: ଗଞ୍ଜାମ ଜିଲ୍ଲା କର୍ଣ୍ଣୋଳୀ ଗାଁର ବଳରାମ ଗୌଡ଼ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶଙ୍କର ସ୍ୱାଇଁକୁ ଝାଡବନ୍ଧରୁ ପୋଲିସ୍‌ ଗିରଫ କରିଛି। ତା’ଠାରୁ ହତ୍ୟାରେ ବ୍ୟବହୃତ ଏକ ଖଣ୍ଡାକୁ ପୋଲିସ୍‌ ଜବତ କରିଛି।  ଅଭିଯୁକ୍ତ ଶଙ୍କରକୁ କୋର୍ଟ ଚାଲାଣ କରାଯାଇଛି। ଜୁନ୍‌ ୨୭ରେ ବଳରାମ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଜୁଲାଇ ୫ରେ ତାଙ୍କର ଗଳିତ ଶବ ଟଙ୍କଛାଇ ଗାଁ ନିକଟ ବାଘୁଆ ନଦୀରୁ ଉଦ୍ଧାର କରାଯାଇଥିଲା। ପୋଲିସ୍‌ ପ୍ରଥମେ ଏକ […]

police

police

Rakesh Mallick
  • Published: Saturday, 13 August 2016
  • Updated: 13 August 2016, 11:26 AM IST

Sports

Latest News

ଆସିକା: ଗଞ୍ଜାମ ଜିଲ୍ଲା କର୍ଣ୍ଣୋଳୀ ଗାଁର ବଳରାମ ଗୌଡ଼ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶଙ୍କର ସ୍ୱାଇଁକୁ ଝାଡବନ୍ଧରୁ ପୋଲିସ୍‌ ଗିରଫ କରିଛି। ତା’ଠାରୁ ହତ୍ୟାରେ ବ୍ୟବହୃତ ଏକ ଖଣ୍ଡାକୁ ପୋଲିସ୍‌ ଜବତ କରିଛି।  ଅଭିଯୁକ୍ତ ଶଙ୍କରକୁ କୋର୍ଟ ଚାଲାଣ କରାଯାଇଛି।

ଜୁନ୍‌ ୨୭ରେ ବଳରାମ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଜୁଲାଇ ୫ରେ ତାଙ୍କର ଗଳିତ ଶବ ଟଙ୍କଛାଇ ଗାଁ ନିକଟ ବାଘୁଆ ନଦୀରୁ ଉଦ୍ଧାର କରାଯାଇଥିଲା। ପୋଲିସ୍‌ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ପରେ ହତ୍ୟା ମାମଲା ରୁଜୁ କରି ପୋଲିସ୍‌  ତଦନ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos