ବାଲେଶ୍ୱର: ୩ ଲୁଟେରା ଗିରଫ

ବାଲେଶ୍ୱର: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୋଲିସ୍‌ ଆଜି ୩ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ଜିତେଷ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବେହେରା ଓ ପ୍ରହଲ୍ଲାଦ ମହାନ୍ତି। ପୋଲିସ୍ ସେମାନଙ୍କଠାରୁ ନଗଦ ୧୪୦୦ ଟଙ୍କା, ଖଣ୍ଡା, ଭୁଜାଲି ଓ ୪ଟି ମୋବାଇଲ ଜବତ କରିଛି। ଗତକାଲି ରେମୁଣା ବାଇପାସ୍‌ ରାସ୍ତାରୁ ଲୁଟ୍‌ ହୋଇଥିଲା। ଲୁଟେରାମାନେ ୩ ଟ୍ରକ୍‌ ଚାଳକଙ୍କୁ  ଆକ୍ରମଣ କରି ଲୁଟି ନେଇଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି […]

balasore

balasore

Rakesh Mallick
  • Published: Saturday, 10 September 2016
  • Updated: 10 September 2016, 06:56 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୋଲିସ୍‌ ଆଜି ୩ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ଜିତେଷ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବେହେରା ଓ ପ୍ରହଲ୍ଲାଦ ମହାନ୍ତି। ପୋଲିସ୍ ସେମାନଙ୍କଠାରୁ ନଗଦ ୧୪୦୦ ଟଙ୍କା, ଖଣ୍ଡା, ଭୁଜାଲି ଓ ୪ଟି ମୋବାଇଲ ଜବତ କରିଛି।

ଗତକାଲି ରେମୁଣା ବାଇପାସ୍‌ ରାସ୍ତାରୁ ଲୁଟ୍‌ ହୋଇଥିଲା। ଲୁଟେରାମାନେ ୩ ଟ୍ରକ୍‌ ଚାଳକଙ୍କୁ  ଆକ୍ରମଣ କରି ଲୁଟି ନେଇଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜଣେ ଫେରାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story