ବାଲେଶ୍ୱର: ଯୁବକଙ୍କୁ କଟୁରୀରେ ହାଣି ହତ୍ୟା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ନହରପାଟଣା ନିକଟରେ ଗତକାଲି ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ ରଞ୍ଜନ ନାୟକ। ତାଙ୍କ ଘର ଗୋଧିବସାରେ। ତାଙ୍କ ମୃତଦେହ ନିକଟରୁ ଏକ କଟୁରୀ ସହ ଗୋଟିଏ ହେଲ୍‌ମେଟ୍‌ ଉଦ୍ଧାର କରାଯାଇଛି। ରଞ୍ଜନ ରାତିରେ ବାଇକ୍‌ରେ ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ କଟୁରୀରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି। ସଦର ଥାନା ଓ ସହଦେବଖୁଣ୍ଟା ପୋଲିସ୍ ଘଟଣାର ତଦନ୍ତ କରୁଛି।

murder

murder

Rakesh Mallick
  • Published: Saturday, 19 November 2016
  • Updated: 19 November 2016, 10:24 AM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ନହରପାଟଣା ନିକଟରେ ଗତକାଲି ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ ରଞ୍ଜନ ନାୟକ। ତାଙ୍କ ଘର ଗୋଧିବସାରେ। ତାଙ୍କ ମୃତଦେହ ନିକଟରୁ ଏକ କଟୁରୀ ସହ ଗୋଟିଏ ହେଲ୍‌ମେଟ୍‌ ଉଦ୍ଧାର କରାଯାଇଛି।

ରଞ୍ଜନ ରାତିରେ ବାଇକ୍‌ରେ ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ କଟୁରୀରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି। ସଦର ଥାନା ଓ ସହଦେବଖୁଣ୍ଟା ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos