ବାଲେଶ୍ୱର: ଗୋମାଂସ ବୋଝେଇ ଟ୍ରକ୍‌ ଜବତ, ଡ୍ରାଇଭର ଓ ଖଲାସି ଅଟକ

ବାଲେଶ୍ୱର: କେନ୍ଦ୍ରାପଡ଼ାରୁ କୋଲକତାକୁ ବେଆଇନ ଗୋମାଂସ ଚାଲାଣ ବେଳେ ଏକ ଟ୍ରକ୍‌କୁ  ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୋଲିସ୍‌ ଜବତ କରିଛି। ଏହି ଘଟଣାରେ ଟ୍ରକ୍‌  ଡ୍ରାଇଭର୍‌ ଓ ଖଲାସିଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଗତକାଲି ରାତିରେ ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ଟ୍ରକ୍‌ଟିକୁ ତଲାସି କରିଥିଲା। ତଲାସି ସମୟରେ ପ୍ରାୟ ୫ ଟନ୍‌ରୁ ଅଧିକ ଗୋ-ମାଂସ ଟ୍ରକ୍‌ରେ ଥିବା ଜଣାପଡ଼ିଥିଲା। ପୋଲିସ୍ ଟ୍ରକ୍‌ ଚାଳକଙ୍କୁ ପଚରାଉଚରା କରିବା ସମୟରେ  ଏହି ଗୋ-ମାଂସ କେନ୍ଦ୍ରାପଡାରୁ […]

giraf

giraf

Rakesh Mallick
  • Published: Monday, 08 August 2016
  • Updated: 08 August 2016, 10:45 AM IST

Sports

Latest News

ବାଲେଶ୍ୱର: କେନ୍ଦ୍ରାପଡ଼ାରୁ କୋଲକତାକୁ ବେଆଇନ ଗୋମାଂସ ଚାଲାଣ ବେଳେ ଏକ ଟ୍ରକ୍‌କୁ  ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୋଲିସ୍‌ ଜବତ କରିଛି। ଏହି ଘଟଣାରେ ଟ୍ରକ୍‌  ଡ୍ରାଇଭର୍‌ ଓ ଖଲାସିଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା କରୁଛି।

ଗତକାଲି ରାତିରେ ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ଟ୍ରକ୍‌ଟିକୁ ତଲାସି କରିଥିଲା। ତଲାସି ସମୟରେ ପ୍ରାୟ ୫ ଟନ୍‌ରୁ ଅଧିକ ଗୋ-ମାଂସ ଟ୍ରକ୍‌ରେ ଥିବା ଜଣାପଡ଼ିଥିଲା। ପୋଲିସ୍ ଟ୍ରକ୍‌ ଚାଳକଙ୍କୁ ପଚରାଉଚରା କରିବା ସମୟରେ  ଏହି ଗୋ-ମାଂସ କେନ୍ଦ୍ରାପଡାରୁ କୋଲକତାକୁ ଚାଲାଣ ହେଉଥିବା ଜଣାପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos