ବଣାଇ: ଲଲେଇ ପୋଷ୍ଟମାଷ୍ଟର ଜମାକାରୀଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଲଲେଇ ପୋଷ୍ଟ ଅଫିସରେ ଜମାକାରୀଙ୍କ ଅର୍ଥ ନିଜେ ପୋଷ୍ଟ ମାଷ୍ଟର୍ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ବିଭିନ୍ନ ପୋଷ୍ଟାଲ ଡିପୋଜିଟ୍ ସ୍କିମରେ ଡାକଘରେ ଜମା ହୋଇଥିବା ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା ପୋଷ୍ଟ ମାଷ୍ଟର ଲୋକନାଥ ବିରିଡା ସ୍ୱୀକାର କରିଛନ୍ତି। ଏହି ଟଙ୍କାକୁ ସେ ନିଜ ଘର କାମରେ ତଥା ସାଙ୍ଗସାଥୀରେ ଉଡ଼ାଇ ଦେଇଥିବା କହିଛନ୍ତି।  ଅଭିଯୋଗ ପାଇବା ପରେ ଡାକ ବିଭାଗ ଇନିସ୍ପେକଟର […]

banai-postal-officer

banai-postal-officer

Rakesh Mallick
  • Published: Tuesday, 10 November 2015
  • Updated: 10 November 2015, 04:23 AM IST

Sports

Latest News

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଲଲେଇ ପୋଷ୍ଟ ଅଫିସରେ ଜମାକାରୀଙ୍କ ଅର୍ଥ ନିଜେ ପୋଷ୍ଟ ମାଷ୍ଟର୍ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ବିଭିନ୍ନ ପୋଷ୍ଟାଲ ଡିପୋଜିଟ୍ ସ୍କିମରେ ଡାକଘରେ ଜମା ହୋଇଥିବା ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା ପୋଷ୍ଟ ମାଷ୍ଟର ଲୋକନାଥ ବିରିଡା ସ୍ୱୀକାର କରିଛନ୍ତି। ଏହି ଟଙ୍କାକୁ ସେ ନିଜ ଘର କାମରେ ତଥା ସାଙ୍ଗସାଥୀରେ ଉଡ଼ାଇ ଦେଇଥିବା କହିଛନ୍ତି।  ଅଭିଯୋଗ ପାଇବା ପରେ ଡାକ ବିଭାଗ ଇନିସ୍ପେକଟର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଡାକଘରକୁ ଆସୁଥିବା ଚିଠିପତ୍ର ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ମଧ୍ୟ ବଣ୍ଟା ଯାଉନଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story