ରାତି ବଢିଲେ ବାରରେ ଏମିତି ଚାଲେ ଡିଲ୍ !

ଲୁଚାଛପା ନୁହେଁ ଖୁଲମଖୁଲା ଚାଲେ ଏସବୁ, ଆଜ୍ଞା ହଁ ଏ ହେଉଛି ରାଜଧାନୀର ଏକ ରଙ୍ଗୀନ ବାରର କାହାଣୀ । 

Manoj Swain
  • Published: Tuesday, 10 October 2023
  • Updated: 10 October 2023, 05:37 PM IST

Sports

Latest News

ଯଦିଓ ଦୃଶ୍ୟ ସମ୍ପୂର୍ଣ ଭାବେ ଦେଖାଇ ହେବ ନାହିଁ କିନ୍ତୁ ଏହି କଥାବାର୍ତ୍ତାରୁ ଆପଣ ଅନୁମାନ କରିପାରୁଥିବେ ରାତି ବଢିଲେ ରାଜଧାନୀର ରଙ୍ଗୀନ ବାରରେ କେମିତି ଚାଲେ ଡ଼ିଲ, କେମିତି ଗ୍ରାହକଙ୍କୁ ଫଶିବାକୁ ମିଠା ମିଠା କଥା କହି ତାଙ୍କ ସହ ରଙ୍ଗୀନ ରାତି କାଟିବାର କଥା କୁହନ୍ତି ଯୁବତୀ, ଲୁଚାଛପା ନୁହେଁ ଖୁଲମଖୁଲା ଚାଲେ ଏସବୁ, ଆଜ୍ଞା ହଁ ଏ ହେଉଛି ରାଜଧାନୀର ଏକ ରଙ୍ଗୀନ ବାରର କାହାଣୀ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos