ବ୍ୟାଙ୍କ ଅଫ୍‌ ବରୋଦାର ଭଟ୍ଟଲି ଶାଖାରୁ ୪୦ ଲକ୍ଷ ଟଙ୍କା ଲୁଟ୍‌

ବରଗଡ଼: ବରଗଡ଼ ସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦାର ଭଟ୍ଟଲି ଶାଖାରୁ ୪୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ଷ୍ଟ୍ରଙ୍ଗରୁମର ତାଲାଭାଙ୍ଗି ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ବରଗଡ଼ ଟାଉନ ଥାନା ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛନ୍ତି। ଦୁର୍ବୃତ୍ତଙ୍କ ସମ୍ପର୍କରେ ଏଯାଏଁ କୌଣସି ସୁରାଗ୍‌ ପାଇନି ପୋଲିସ୍‌। ଗତ ଦୁଇରୁ ତିନ ଦିନ ପୂର୍ବରୁ ବ୍ୟାଙ୍କ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। […]

baragrah

baragrah

Rakesh Mallick
  • Published: Tuesday, 20 September 2016
  • Updated: 20 September 2016, 12:22 PM IST

Sports

Latest News

ବରଗଡ଼: ବରଗଡ଼ ସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦାର ଭଟ୍ଟଲି ଶାଖାରୁ ୪୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ଷ୍ଟ୍ରଙ୍ଗରୁମର ତାଲାଭାଙ୍ଗି ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ବରଗଡ଼ ଟାଉନ ଥାନା ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛନ୍ତି। ଦୁର୍ବୃତ୍ତଙ୍କ ସମ୍ପର୍କରେ ଏଯାଏଁ କୌଣସି ସୁରାଗ୍‌ ପାଇନି ପୋଲିସ୍‌।

ଗତ ଦୁଇରୁ ତିନ ଦିନ ପୂର୍ବରୁ ବ୍ୟାଙ୍କ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ପୁରୁଣା ସ୍ଥାନରେ ଷ୍ଟ୍ରଙ୍ଗରୁମ୍ ରହିଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story