ବରଗଡ଼: ୨୯ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବରଗଡ଼: ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବରଗଡ଼ ଅବକାରୀ ଅଧିକାରୀମାନେ ଜଣକୁ ଗିରଫ କରିଛନ୍ତି। ତା’ଠାରୁ ୨୯ କେଜି ଗଞ୍ଜେଇ ଜବତ କରାଯାଇଛି। ତା’ ନାଁ ଜଗନ୍ନାଥ ପଟେଲ। ତା’ ଘର ଅମ୍ବାଭୋନା ଥାନା ଅନ୍ତର୍ଗତ ବିରଜୁପାଲି ଗାଁରେ। ଜବତ ଗଞ୍ଜେଇର ମୂଲ୍ୟ ୧,୭୫,୦୦୦ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

ganja

ganja

Rakesh Mallick
  • Published: Wednesday, 27 July 2016
  • Updated: 27 July 2016, 04:25 PM IST

Sports

Latest News

ବରଗଡ଼: ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବରଗଡ଼ ଅବକାରୀ ଅଧିକାରୀମାନେ ଜଣକୁ ଗିରଫ କରିଛନ୍ତି। ତା’ଠାରୁ ୨୯ କେଜି ଗଞ୍ଜେଇ ଜବତ କରାଯାଇଛି। ତା’ ନାଁ ଜଗନ୍ନାଥ ପଟେଲ। ତା’ ଘର ଅମ୍ବାଭୋନା ଥାନା ଅନ୍ତର୍ଗତ ବିରଜୁପାଲି ଗାଁରେ।

ଜବତ ଗଞ୍ଜେଇର ମୂଲ୍ୟ ୧,୭୫,୦୦୦ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos