ବାରିପଦା: ୬ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର କୁମ୍ଭାରମୁଣ୍ଡାକଟା ଗାଁରୁ ଆଜି ବାରିପଦା ଅବକାରୀ ବିଭାଗ ୬.୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ  ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରେଣୁ ଦାଶ ଓ ତାଙ୍କ ପୁତୁରା ସଂଜିତ୍  ବେହେରା। ସେମାନଙ୍କ ଠାରୁ ୧୩,୩୩୦ ଟଙ୍କା ଜବତ କରାଯାଇଛି। ସେମାନେ ଦୀର୍ଘ ଦିନ ଧରି ଏହି କାରବାର କରୁଥିବା ବେଳେ ଅବକାରୀ ବିଭାଗ କୌଣସି ସୂତ୍ରରୁ ଜଣିବାକୁ ପାଇବା ପରେ ଆଜି […]

giraf

giraf

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 11:52 AM IST

Sports

Latest News

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର କୁମ୍ଭାରମୁଣ୍ଡାକଟା ଗାଁରୁ ଆଜି ବାରିପଦା ଅବକାରୀ ବିଭାଗ ୬.୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ  ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରେଣୁ ଦାଶ ଓ ତାଙ୍କ ପୁତୁରା ସଂଜିତ୍  ବେହେରା। ସେମାନଙ୍କ ଠାରୁ ୧୩,୩୩୦ ଟଙ୍କା ଜବତ କରାଯାଇଛି।

ସେମାନେ ଦୀର୍ଘ ଦିନ ଧରି ଏହି କାରବାର କରୁଥିବା ବେଳେ ଅବକାରୀ ବିଭାଗ କୌଣସି ସୂତ୍ରରୁ ଜଣିବାକୁ ପାଇବା ପରେ ଆଜି ସକାଳେ ଯୋଜନା ମୁତାବକ ତାଙ୍କ ଘରେ ଚଢ଼ାଉ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos