ବାରିପଦା: ୮ଟି ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପୋଲିସ୍ ପୁରୁଣା ବାରିପଦା ଛକରୁ ୮ଟି ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ କରିଛି। ଏହି ଗାଡ଼ିରୁ ପୋଲିସ୍‌ ଶହେରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି। ଆଜି ସକାଳେ ଗାଡ଼ି ଗୁଡ଼ିକ ଏକ ସଙ୍ଗେ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ପରେ ଗାଡ଼ି ଗୁଡିକୁ ଅଟକାଇ ଗୋରୁଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଗାଡ଼ି ଚାଳକ ଫେରାର ହୋଇଯାଇଥିଲେ। ପୋଲିସ୍‌ ଗାଡ଼ି ଜବତ କରି ଘଟଣାର ତଦନ୍ତ ଚଳାଇଛି।

baripada cow

baripada cow

Rakesh Mallick
  • Published: Wednesday, 24 August 2016
  • Updated: 24 August 2016, 05:55 PM IST

Sports

Latest News

baripada cowବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପୋଲିସ୍ ପୁରୁଣା ବାରିପଦା ଛକରୁ ୮ଟି ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ କରିଛି। ଏହି ଗାଡ଼ିରୁ ପୋଲିସ୍‌ ଶହେରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି।

ଆଜି ସକାଳେ ଗାଡ଼ି ଗୁଡ଼ିକ ଏକ ସଙ୍ଗେ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ପରେ ଗାଡ଼ି ଗୁଡିକୁ ଅଟକାଇ ଗୋରୁଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଗାଡ଼ି ଚାଳକ ଫେରାର ହୋଇଯାଇଥିଲେ।

ପୋଲିସ୍‌ ଗାଡ଼ି ଜବତ କରି ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story