ଭୁବନେଶ୍ୱର: ଓଏଏସ୍ କ୍ୱାର୍ଟର୍ସ ପରିସରରୁ ମୃତଦେହ ମିଳିବା ଘଟଣା, ମୃତକଙ୍କ ପରିଚୟ ମିଳିଲା, ଟ୍ରେନରେ ମିଳିଥିଲା ଧମକ

ଭୁବନେଶ୍ୱର: ଭୁବନେଶ୍ୱର ଯୁନିଟ୍ ୬ ଓଏଏସ୍ କ୍ୱାର୍ଟର୍ସ ପରିସରରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ମୃତ ଯୁବକର ପରିଚୟ ମିଳିଛି। ତାଙ୍କ ନାଁ ଏଲ୍. ପୁମାଇ। ତାଙ୍କ ଘର ମଣିପୁରର। ସୋମବାର ତାର ଭାଇ ଓ କିଛି  ପରିବାର ଲୋକେ ଭୁବନେଶ୍ୱରରେ ପହଁଞ୍ଚିବା ସହ କ୍ୟାପିଟାଲ ହସ୍ପିଟାଲ ଶବଗୃହକୁ ଯାଇ ମୃତ ପୁଆଇର ମୃତ ଦେହ ଯାଞ୍ଚ କରିଛନ୍ତି। ସାଥୀରେ ଆଣିଥିବା ଏକ କ୍ୟାମେରାମ୍ୟାନ ମାଧ୍ୟମରେ ପୂରା ପକ୍ରିୟାକୁ ସେମାନେ ରେକର୍ଡ କରିଛନ୍ତି। ଏପରିକି ପୋଲିସ ସହିତ ମଧ୍ୟ […]

dead

dead

Rakesh Mallick
  • Published: Monday, 07 December 2015
  • Updated: 07 December 2015, 07:20 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଯୁନିଟ୍ ୬ ଓଏଏସ୍ କ୍ୱାର୍ଟର୍ସ ପରିସରରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ମୃତ ଯୁବକର ପରିଚୟ ମିଳିଛି। ତାଙ୍କ ନାଁ ଏଲ୍. ପୁମାଇ। ତାଙ୍କ ଘର ମଣିପୁରର। ସୋମବାର ତାର ଭାଇ ଓ କିଛି  ପରିବାର ଲୋକେ ଭୁବନେଶ୍ୱରରେ ପହଁଞ୍ଚିବା ସହ କ୍ୟାପିଟାଲ ହସ୍ପିଟାଲ ଶବଗୃହକୁ ଯାଇ ମୃତ ପୁଆଇର ମୃତ ଦେହ ଯାଞ୍ଚ କରିଛନ୍ତି। ସାଥୀରେ ଆଣିଥିବା ଏକ କ୍ୟାମେରାମ୍ୟାନ ମାଧ୍ୟମରେ ପୂରା ପକ୍ରିୟାକୁ ସେମାନେ ରେକର୍ଡ କରିଛନ୍ତି। ଏପରିକି ପୋଲିସ ସହିତ ମଧ୍ୟ ସେମାନେ କଥାବାର୍ତା କରିଛନ୍ତି। ବାଙ୍ଗଲୋରରୁ ଆସିଥିବା ତାଙ୍କ ଭାଇଙ୍କ କହିବା କଥା ପୁମାଇ ମଣିପୁରରୁ ବାଙ୍ଗଲୋର ଦେଖା କରିବାକୁ ଆସୁଥିଲା। ଭାଇଜାକ ନିକଟବର୍ତ୍ତୀ ଅଞ୍ଚଳରେ ଟ୍ରେନ ଭିତରେ ତକୁ କିଛି ବ୍ୟକ୍ତି  ଧମକ ଦେଇଥିବା ସେ ଫୋନ୍ ଯୋଗେ  ଭାଇକୁ ଜଣାଇଥିଲା। ତା’ପରେ ତାର ଫୋନ୍ ବନ୍ଦ ହୋଇଯାଇଥିଲା। ତେବେ ପୁମାଇ ବାଙ୍ଗଲୋର ପରିବର୍ତେ ଭୁବନେଶ୍ୱରରେ କିପରି ପହଁଞ୍ଚିଲେ ବୋଲି ତାଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ୧୦୭ ଆମ୍ବୁଲାନସ ଯୋଗେ ପୁମାଇକୁ କ୍ୟାପିଟାଲ ହସ୍ପିଟାଲ ଆଣାଯାଇଥିଲା। କ୍ୟାପରିଟାଲ ହସ୍ପିଟାଲରୁ ସେ ଖସି ପଳାଇବା ସହ କିପରି ଜଣେ  ଓଏଏସ୍ ଅଫିସରଙ୍କ ବାସଭବନ ପରିସରରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଲା ତାହାକୁ ନେଇ ବି ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଦରକାର ପଡିଲେ  ପରିବାର ଲୋକେ  ସ୍ଥାମନୀୟ ଥାନାରେ ନୂଆ ଅଭିଯୋଗ ଦାଖଲ କରିପାରନ୍ତି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story