ବ୍ରହ୍ମପୁର: ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ବିଶୋୟୀ ଆହତ

ବ୍ରହ୍ମପୁର: ପୋଲିସ୍‌ ଏନ୍‌କାଉଣ୍ଟରରେ ଗୁରୁବାର ଗିରଫ କଂଗ୍ରେସ ନେତା ରମେଶ ଜେନାଙ୍କ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ବିଶୋୟୀ ଗୁରୁତର ଆହତ ହୋଇଛି। ସୁନୀଲର ଦୁଇଟି ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ସୁନୀଲ  ନିଜ ସହଯୋଗୀମାନଙ୍କ ସହ ମିଶି ଢ଼ିପସାହି, ଗୁଡସେଡ୍‌ରୋଡ୍‌ ଓ ବଡ଼ଖେମୁଣ୍ଡି ସାହିରେ ଲୁଟ୍‌ କରୁଥିବା ପୋଲିସ୍ ଖବର ପାଇଥିଲା। ବିଏନ୍‌ପୁର ଥାନା ପୋଲିସ୍‌ ସୁନୀଲ  ଓ ତାର ସହଯୋଗୀମାନଙ୍କୁ ଖୋଜୁଥିବା […]

ancounter

ancounter

Rakesh Mallick
  • Published: Friday, 01 July 2016
  • Updated: 01 July 2016, 02:17 PM IST

Sports

Latest News

ବ୍ରହ୍ମପୁର: ପୋଲିସ୍‌ ଏନ୍‌କାଉଣ୍ଟରରେ ଗୁରୁବାର ଗିରଫ କଂଗ୍ରେସ ନେତା ରମେଶ ଜେନାଙ୍କ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ବିଶୋୟୀ ଗୁରୁତର ଆହତ ହୋଇଛି। ସୁନୀଲର ଦୁଇଟି ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ସୁନୀଲ  ନିଜ ସହଯୋଗୀମାନଙ୍କ ସହ ମିଶି ଢ଼ିପସାହି, ଗୁଡସେଡ୍‌ରୋଡ୍‌ ଓ ବଡ଼ଖେମୁଣ୍ଡି ସାହିରେ ଲୁଟ୍‌ କରୁଥିବା ପୋଲିସ୍ ଖବର ପାଇଥିଲା। ବିଏନ୍‌ପୁର ଥାନା ପୋଲିସ୍‌ ସୁନୀଲ  ଓ ତାର ସହଯୋଗୀମାନଙ୍କୁ ଖୋଜୁଥିବା ବେଳେ ଆମ୍ୱପୁଆ ଠାରେ ସାମ୍ନାସାମ୍ନି ହୋଇଥିଲେ। ଏହି ସମୟରେ ପୋଲିସ୍ ଉପରକୁ ସୁନୀଲ ଗୁଳି ଚଳାଇଥିଲା। ଏହାର ଜବାବ୍‌ରେ ବିଏନ୍‌ପୁର ଥାନା ଅଧିକାରୀ ଅଜୟ ମିଶ୍ର ପାଲଟା ଗୁଳି ଚଳାଇଥିଲେ। ଅନ୍ୟ ଅପରାଧୀମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଫେରାର୍‌ ଅପରାଧୀଙ୍କୁ ଧରିବା ପାଇଁ  ପୋଲିସ୍‌ ୩ଟି ଟିମ୍ ଗଠନ କରିଛି।

ସୁନୀଲ ନିକଟରୁ ଗୋଟିଏ ପିସ୍ତଲ ସହ  ୫ ରାଉଣ୍ଡ ଗୁଳି ଜବତ ହୋଇଛି। ସୁନୀଲ୍‌ ନାଁରେ ଚିକେନ୍‌ ରବି ହତ୍ୟା ମାମଲା ସମେତ ଡକାୟତି ଓ ରାହାଜାନି ଆଦି ୧୦ଟି ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story