ଭଞ୍ଜନଗର: ଭୁଜାଲି ଆକ୍ରମଣରେ ଯୁବକ ମୃତ, ଅଭିଯୁକ୍ତ ଅଟକ

ଭଞ୍ଜନଗର: ଭଞ୍ଜନଗର ଥାନା ଦୂର୍ଗାପ୍ରସାଦ ଗାଁରେ ଗତରାତିରେ ସରୋଜ ନାୟକ ନାମକ ଜଣେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରି ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ଘଟାଇ ଥିବା ଯୁବକ ଜଣଙ୍କ ସେହି ଗ୍ରାମର ପଶ ଚନ୍ଦ୍ର ଦିଗଲ। ହତ୍ୟାର କାରଣ ଜଣାପଡିନାହିଁ। ପୋଲିସ ଅଭିଯୁକ୍ତ ପଶଙ୍କୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାରେ ବ୍ୟବହୃତ ଭୁଜାଲିକୁ ପୋଲିସ ଜବତ କରିଛି। ଗତରାତିରେ ସରୋଜ ପଶଙ୍କ ଘରକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। […]

bhanjanagar

bhanjanagar

Rakesh Mallick
  • Published: Saturday, 05 December 2015
  • Updated: 05 December 2015, 12:41 PM IST

Sports

Latest News

ଭଞ୍ଜନଗର: ଭଞ୍ଜନଗର ଥାନା ଦୂର୍ଗାପ୍ରସାଦ ଗାଁରେ ଗତରାତିରେ ସରୋଜ ନାୟକ ନାମକ ଜଣେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରି ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ଘଟାଇ ଥିବା ଯୁବକ ଜଣଙ୍କ ସେହି ଗ୍ରାମର ପଶ ଚନ୍ଦ୍ର ଦିଗଲ। ହତ୍ୟାର କାରଣ ଜଣାପଡିନାହିଁ। ପୋଲିସ ଅଭିଯୁକ୍ତ ପଶଙ୍କୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାରେ ବ୍ୟବହୃତ ଭୁଜାଲିକୁ ପୋଲିସ ଜବତ କରିଛି।

ଗତରାତିରେ ସରୋଜ ପଶଙ୍କ ଘରକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପଶ ପାଖରେ ଥିବା ଭୁଜାଲିରେ ସରୋଜଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ସରୋଜଙ୍କୁ ତାଙ୍କ ପରିବାର ଲୋକେ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସଡିପିଓ ରମେଶ ଚନ୍ଦ୍ର ସେଠୀଙ୍କୁ ପଚରାଯିବାରେ ସେ କହିଛନ୍ତି, ଶବ ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ। ଏ ନେଇ ଥାନାରେ ୩୪ ଆଇପିସି ଦଫା ୩୦୨ରେ ଏକ ମାମଲା (ନଂ. ୩୯୪/୧୫) ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story