ମର୍ଣ୍ଣିଂୱାକ୍ ବେଳେ କଟୁରିରେ ହାଣି ୪ ଜଣଙ୍କଠାରୁ ଲୁଟ୍

ଭୁବନେଶ୍ୱରର ନୂଆ ଜଗନ୍ନାଥ ରୋଡ୍ ଲିଙ୍ଗିପୁର ନିକଟରେ ଆଜି ମର୍ଣ୍ଣିଂ ୱାକ୍ ବେଳେ କଟୁରୀରେ ହାଣି ଚାରି ଜଣଙ୍କଠାରୁ ମୋବାଇଲ୍ ଫୋନ୍ ଓ ଚେନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ୍ ତନାଘନ ଆରମ୍ଭ କରିଛି। ଦୁର୍ବୃତ୍ତମାନେ ବାଇକ୍‌ରେ ଆସିଥିଲେ।

loot

Rakesh Mallick
  • Published: Wednesday, 28 December 2016
  • , Updated: 28 December 2016, 09:22 AM IST

ଭୁବନେଶ୍ୱରର ନୂଆ ଜଗନ୍ନାଥ ରୋଡ୍ ଲିଙ୍ଗିପୁର ନିକଟରେ ଆଜି ମର୍ଣ୍ଣିଂ ୱାକ୍ ବେଳେ କଟୁରୀରେ ହାଣି ଚାରି ଜଣଙ୍କଠାରୁ ମୋବାଇଲ୍ ଫୋନ୍ ଓ ଚେନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ୍ ତନାଘନ ଆରମ୍ଭ କରିଛି।

ଦୁର୍ବୃତ୍ତମାନେ ବାଇକ୍‌ରେ ଆସିଥିଲେ।

Related story