ଆଲବମ୍ ଅଭିନେତ୍ରୀଙ୍କୁ ଅପହରଣ ଉଦ୍ୟମ, ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ଜଣେ ଆଲବମ୍‌ ଅଭିନେତ୍ରୀଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ବରମୁଣ୍ଡା ଓଭରବ୍ରିଜ୍‌ରୁ ଖଣ୍ଡଗିରି ପୋଲିସ୍ ଅଭିନେତ୍ରୀ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅପହରଣ ଉଦ୍ୟମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ପୋଲିସ୍ ଏକ ବୋଲେରୋକୁ ଜବତ କରିଛି। ଗିରଫ ତିନି ଯୁବକ ହେଲେ ବିକାଶ କୁମାର ବେହେରା (୨୪) ବାଙ୍କନିଧି ସାହୁ (୨୬) ଓ ଶିଶିର କୁମାର ନାୟକ (୨୪)। ଏ ସମସ୍ତଙ୍କ ଘର ନୟାଗଡ଼ ଜିଲ୍ଲାରେ। […]

abdution

abdution

Rakesh Mallick
  • Published: Sunday, 11 September 2016
  • Updated: 11 September 2016, 01:59 PM IST

Sports

Latest News

abdutionଭୁବନେଶ୍ୱର: ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ଜଣେ ଆଲବମ୍‌ ଅଭିନେତ୍ରୀଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ବରମୁଣ୍ଡା ଓଭରବ୍ରିଜ୍‌ରୁ ଖଣ୍ଡଗିରି ପୋଲିସ୍ ଅଭିନେତ୍ରୀ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅପହରଣ ଉଦ୍ୟମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ପୋଲିସ୍ ଏକ ବୋଲେରୋକୁ ଜବତ କରିଛି।

ଗିରଫ ତିନି ଯୁବକ ହେଲେ ବିକାଶ କୁମାର ବେହେରା (୨୪) ବାଙ୍କନିଧି ସାହୁ (୨୬) ଓ ଶିଶିର କୁମାର ନାୟକ (୨୪)। ଏ ସମସ୍ତଙ୍କ ଘର ନୟାଗଡ଼ ଜିଲ୍ଲାରେ। ସେମାନେ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ରହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story