ଭୁବନେଶ୍ୱର: ୪ଟି ବାରରେ ଚଢାଉ,୩ଟିକୁ ନୋଟିସ୍ ଜାରି

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ବାରରେ ଚଢାଉ କରାଯାଇଛି। ବାରଗୁଡ଼ିକରେ ଚାଲିଥିବା ବେଆଇନ୍ ନୃତ୍ୟ-ଗୀତ ପ୍ରଦର୍ଶନ ଉପରେ ଲଗାମ୍ ଲଗାଇବାକୁ କମିଶନରେଟ୍ ପୋଲିସ୍ ଓ ଅବକାରୀ କମିଶନଙ୍କ ନେତୃତ୍ୱରେ ଗଠିତ ସ୍ପେଶାଲ୍ ସ୍କ୍ୱାର୍ଡ ଭୁବନେଶ୍ୱରର ୪ଟି ବାର୍ ଉପରେ ରେଡ୍ କରିଥିଲା। ଏହି ଚଢ଼ାଉରେ କୁଇକ୍ ଆକ୍ସନ୍ ଟିମ୍ ସହିତ ୪ଟି ଟିମ୍ ସାମିଲ ଥିଲା। ଏହିସବୁ ଟିମ୍ ହୋଟେଲ୍ ଦୀପାଳି, ରେନ୍ ଦି ବାର୍, ଗ୍ରୀନ୍ ଫିଲ୍ଡ ଓ ଅଶୋକାରେ ଚାଲିଥିବା ବାର […]

bar1

bar1

Rakesh Mallick
  • Published: Thursday, 05 November 2015
  • Updated: 05 November 2015, 01:49 AM IST

Sports

Latest News

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ବାରରେ ଚଢାଉ କରାଯାଇଛି। ବାରଗୁଡ଼ିକରେ ଚାଲିଥିବା ବେଆଇନ୍ ନୃତ୍ୟ-ଗୀତ ପ୍ରଦର୍ଶନ ଉପରେ ଲଗାମ୍ ଲଗାଇବାକୁ କମିଶନରେଟ୍ ପୋଲିସ୍ ଓ ଅବକାରୀ କମିଶନଙ୍କ ନେତୃତ୍ୱରେ ଗଠିତ ସ୍ପେଶାଲ୍ ସ୍କ୍ୱାର୍ଡ ଭୁବନେଶ୍ୱରର ୪ଟି ବାର୍ ଉପରେ ରେଡ୍ କରିଥିଲା। ଏହି ଚଢ଼ାଉରେ କୁଇକ୍ ଆକ୍ସନ୍ ଟିମ୍ ସହିତ ୪ଟି ଟିମ୍ ସାମିଲ ଥିଲା। ଏହିସବୁ ଟିମ୍ ହୋଟେଲ୍ ଦୀପାଳି, ରେନ୍ ଦି ବାର୍, ଗ୍ରୀନ୍ ଫିଲ୍ଡ ଓ ଅଶୋକାରେ ଚାଲିଥିବା ବାର ଅତର୍କିତ ଚଢାଉ କରିଥିଲେ। ଏଥିସହ ବାର୍ ସର୍ତ୍ତ ଉଲ୍ଲଂଘନ ଅଭିଯୋଗରେ ୩ଟି ବାର୍-ହୋଟେଲ୍ ଦୀପାଳି, ରେନ୍ ଦି ବାର୍ ଓ ଗ୍ରୀନ୍ ଫିଲ୍ଡକୁ ନୋଟିସ୍ ଜାରି କରାଯାଇଛି। ଏକାଧିକ ଝିଅଙ୍କୁ ବାର୍ ଭିତରେ ରଖିବା,ଗୀତ ଆସର ଚଳେଇବା,ଏପରିକି ହୋଟେଲରେ ଗୋଟିଏ ବାର୍ ଖୋଲିବା ପାଇଁ ଅନୁମତି ଥାଇ ଏକାଧିକ ବାର୍ ଖୋଲିବା ଭଳି ଅଭିଯୋଗ ନେଇ ଏସବୁ ବାରକୁ ନୋଟିସ୍ ଜାରି କରାଯାଇଛି। ରାଜଧାନୀରେ ଥିବା ବାର୍ ଗୁଡ଼ିକରେ ବେଆଇନ୍ ନୃତ୍ୟ ପ୍ରଦର୍ଶନ ଚାଲିଥିବା ନେଇ ଅଭିଯୋଗ ପରେ ଗତକାଲି ବାର ଗୁଡ଼ିକର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଥିଲା। ସ୍କ୍ୱାର୍ଡ ଗଠନର ପ୍ରଥମ ଦିନରେ ହିଁ ୪ଟି ବାର୍ ଉପରେ ଗତକାଲି ରାତି ଅଧିଆ ଏଭଳି ଅତର୍କିତ ରେଡ୍ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story