ଭୁବନେଶ୍ୱର: ସ୍କୁଲରେ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ, ବଳାତ୍କାରୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ଥାନା ଗଙ୍ଗପଡ଼ା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ କମିଶନରେଟ୍‌ ପୋଲିସ୍‌ ସ୍କୁଲର ଭ୍ୟାନ୍‌ ଚାଳକ ବିଜୟ ମହାରଣାକୁ ଆଜି ଗିରଫ କରିଛି। ଗୁରୁବାର ଛାତ୍ରୀ ଜଣକ ସ୍କୁଲ ପରିସରରେ ଥିବା ଶୌଚାଳୟକୁ ଯାଇଥିବା ବେଳେ ଭ୍ୟାନ୍‌ ଚାଳକ ବିଜୟ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ଛାତ୍ରୀ ଜଣକ କୌଶଳକ୍ରମେ ତାଙ୍କ କବଳରୁ ଖସି ଆସି ଘରେ ବାପା ଓ […]

bbsr

bbsr

Rakesh Mallick
  • Published: Friday, 26 August 2016
  • Updated: 26 August 2016, 10:43 PM IST

Sports

Latest News

bbsrଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ଥାନା ଗଙ୍ଗପଡ଼ା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ କମିଶନରେଟ୍‌ ପୋଲିସ୍‌ ସ୍କୁଲର ଭ୍ୟାନ୍‌ ଚାଳକ ବିଜୟ ମହାରଣାକୁ ଆଜି ଗିରଫ କରିଛି।

ଗୁରୁବାର ଛାତ୍ରୀ ଜଣକ ସ୍କୁଲ ପରିସରରେ ଥିବା ଶୌଚାଳୟକୁ ଯାଇଥିବା ବେଳେ ଭ୍ୟାନ୍‌ ଚାଳକ ବିଜୟ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ଛାତ୍ରୀ ଜଣକ କୌଶଳକ୍ରମେ ତାଙ୍କ କବଳରୁ ଖସି ଆସି ଘରେ ବାପା ଓ ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ବିଜୟକୁ ଗିରଫ କରିଥିଲା।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, “ନାବାଳିକା ଛାତ୍ରୀଙ୍କ ବୟାନରୁ ଯାହା ଜଣାପଡ଼ିଛି ବଳାତ୍କାର ଉଦ୍ୟମ ହୋଇଛି। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହାର ତଦନ୍ତ ଚାଲିଛି।”

ପୋଲିସ୍‌ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି, “ତଦନ୍ତ ସମୟରେ ଆମେ ଦେଖିବୁ ସ୍କୁଲ କର୍ତ୍ତୃପକ୍ଷ ଗାଇଡ୍‌ଲାଇନ୍‌ ଠିକ୍‌ ଭାବେ ପାଳନ କରିଛନ୍ତି କି ନାହିଁ। ଯଦି ଗାଇଡ଼୍‌ଲାଇନ୍ ପାଳନରେ କିଛି ଉଲ୍ଲଂଘନ କରିଥାନ୍ତି ତାହାହେଲେ ସେଥିପ୍ରତି ନଜର ଦେବାକୁ ପରାମର୍ଶ ଦେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story