ଭୁବନେଶ୍ୱର: ୪ ହାଇୱେ ଲୁଟେରା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ହାଇୱେ ଲୁଟେରା ଗ୍ୟାଙ୍ଗକୁ ଧରିଲା କମିଶନରେଟ ପୋଲିସ। ଗ୍ୟାଙ୍ଗର ୪ଜଣ ଲୁଟେରା ଗିରଫ ହୋଇଥିବା ବେଳେ ୨ଜଣ ଲୁଟେରା ଫେରାର ଅଛନ୍ତି। ଗିରଫ ଲୁଟେରାଙ୍କୁ ସହିଦନଗର ଥାନାରେ ପୋଲିସ ଜେରା କରୁଛି।