ଭୁବନେଶ୍ୱର:  ଆଇଟିଇଆର ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର:  ଭୁବନେଶ୍ୱର ଆଇଟିଇଆର ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।  ତାଙ୍କ ନାମ ସୁଶୀଲ କୁମାର ସାହୁ। ଘର ଭୁବନେଶ୍ୱର ବରମୁଣ୍ଡାରେ। ଶନିବାର ସନ୍ଧ୍ୟାରେ ଆଇଟିଆର ଛକରେ କିଛି ଯୁବକ ଗଣ୍ଡଗୋଳ କରୁଥିବା ବେଳେ ସେହି ବାଟ ଦେଇ ସୁଶୀଲ ଯାଉଥିଲେ। ତେବେ ରାସ୍ତାରୁ ହଟିବାକୁ କହିବା ପରେ ଯୁବକମାନେ ତାଙ୍କୁ ଖଣ୍ଡା, ଭୁଜାଲି ଓ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡ, ହାତ ଓ ପିଠିରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ […]

dg

dg

Rakesh Mallick
  • Published: Sunday, 08 November 2015
  • Updated: 08 November 2015, 03:26 AM IST

ଭୁବନେଶ୍ୱର:  ଭୁବନେଶ୍ୱର ଆଇଟିଇଆର ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।  ତାଙ୍କ ନାମ ସୁଶୀଲ କୁମାର ସାହୁ। ଘର ଭୁବନେଶ୍ୱର ବରମୁଣ୍ଡାରେ। ଶନିବାର ସନ୍ଧ୍ୟାରେ ଆଇଟିଆର ଛକରେ କିଛି ଯୁବକ ଗଣ୍ଡଗୋଳ କରୁଥିବା ବେଳେ ସେହି ବାଟ ଦେଇ ସୁଶୀଲ ଯାଉଥିଲେ। ତେବେ ରାସ୍ତାରୁ ହଟିବାକୁ କହିବା ପରେ ଯୁବକମାନେ ତାଙ୍କୁ ଖଣ୍ଡା, ଭୁଜାଲି ଓ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡ, ହାତ ଓ ପିଠିରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଅଧିକ ଗୁରତର ହେବାରୁ  ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos