ଭୁବନେଶ୍ୱର: ୫୨ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ,୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ରାଉତସାହି ଅଞ୍ଚଳରୁ ପୋଲିସ୍‌ ଗତକାଲି ୫୨ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି। ବ୍ରାଉନ୍ ସୁଗାର ରଖିବା ଅଭିଯୋଗରେ ଦୁଇ ବ୍ୟବସାୟୀଙ୍କୁ ପୋଲିସ୍‌ ଗିରଫ କରିଛି।  ସେମାନେ ହେଲେ ବରୁଣ ରାଉତ ଓରଫ୍‌ ପିକୁନା ଓ ଶିଶିର ରାଉତ। ସେମାନଙ୍କଠାରୁ ନଗଦ ୧୦,୭୦୦୦ ଟଙ୍କା ମଧ୍ୟ ଜବତ ହୋଇଛି। ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ୫୦ ଲକ୍ଷରୁ  ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଦୀର୍ଘଦିନ ହେବ ଏମାନେ ଲକ୍ଷ୍ମୀସାଗର […]

jabat

jabat

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 08:46 AM IST

Sports

Latest News

police stationଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ରାଉତସାହି ଅଞ୍ଚଳରୁ ପୋଲିସ୍‌ ଗତକାଲି ୫୨ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି। ବ୍ରାଉନ୍ ସୁଗାର ରଖିବା ଅଭିଯୋଗରେ ଦୁଇ ବ୍ୟବସାୟୀଙ୍କୁ ପୋଲିସ୍‌ ଗିରଫ କରିଛି।  ସେମାନେ ହେଲେ ବରୁଣ ରାଉତ ଓରଫ୍‌ ପିକୁନା ଓ ଶିଶିର ରାଉତ। ସେମାନଙ୍କଠାରୁ ନଗଦ ୧୦,୭୦୦୦ ଟଙ୍କା ମଧ୍ୟ ଜବତ ହୋଇଛି। ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ୫୦ ଲକ୍ଷରୁ  ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

ଦୀର୍ଘଦିନ ହେବ ଏମାନେ ଲକ୍ଷ୍ମୀସାଗର ଅଞ୍ଚଳରେ ବ୍ରାଉନ୍‌ ସୁଗାର କାରବାର କରୁଥିବା ଖବର ପାଇଥିଲା ପୋଲିସ୍‌। ଗତକାଲି ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କ ସମେତ ୪ ଜଣିଆ ଟିମ୍‌ ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story