ଭୁବନେଶ୍ୱର: ସେକ୍ସ ରାକେଟ୍‌ ଠାବ,୩ ଦେହଜୀବୀ ଓ ୪ ଯୁବକ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରୁ ଏକ ସେକ୍ସ ରାକେଟ୍‌ ଠାବ କରାଯାଇଛି। ଲିଙ୍ଗରାଜ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍‌ ଗତକାଲି ଚଢ଼ାଉ କରି ୩ ଦେହଜୀବୀ ଓ ୪ଯୁବକଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ମୋବାଇଲ୍‌, ୨ଟି ବାଇକ୍‌, ଟଙ୍କା ଓ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।

sex racket

sex racket

Rakesh Mallick
  • Published: Monday, 22 August 2016
  • Updated: 22 August 2016, 08:30 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରୁ ଏକ ସେକ୍ସ ରାକେଟ୍‌ ଠାବ କରାଯାଇଛି। ଲିଙ୍ଗରାଜ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍‌ ଗତକାଲି ଚଢ଼ାଉ କରି ୩ ଦେହଜୀବୀ ଓ ୪ଯୁବକଙ୍କୁ ଅଟକ ରଖିଛି।

ସେମାନଙ୍କ ନିକଟରୁ ମୋବାଇଲ୍‌, ୨ଟି ବାଇକ୍‌, ଟଙ୍କା ଓ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos