ଭୁବନେଶ୍ୱର: ସେକ୍ସ ରାକେଟ୍‌ ଠାବ,୩ ଦେହଜୀବୀ ଓ ୪ ଯୁବକ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରୁ ଏକ ସେକ୍ସ ରାକେଟ୍‌ ଠାବ କରାଯାଇଛି। ଲିଙ୍ଗରାଜ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍‌ ଗତକାଲି ଚଢ଼ାଉ କରି ୩ ଦେହଜୀବୀ ଓ ୪ଯୁବକଙ୍କୁ ଅଟକ ରଖିଛି।

ସେମାନଙ୍କ ନିକଟରୁ ମୋବାଇଲ୍‌, ୨ଟି ବାଇକ୍‌, ଟଙ୍କା ଓ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।