ଜଳେଶ୍ୱର: ବିମଳା ଜୁଏଲାରୀରୁ ଲୁଟ୍

ଜଳେଶ୍ୱର:ବାଲେଶ୍ୱର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ପାଟପୁର ବଜାରରେ ଥିବା ବିମଳା ଜୁଏଲାରୀରୁ ଶନିବାର ବିଳମ୍ୱିତ ରାତିରେ ଲୁଟ୍ ହୋଇଛି।  ୬ରୁ ୭ ଜଣ ଡକାୟତ ପାଟପୁର ବଜାରରେ ଡ୍ୟୁଟି କରୁଥିବା ୩ ଜଣ ହୋମଗାର୍ଡ ଓ ଜଣେ ରାତି ଜଗୁଆଳିଙ୍କୁ ବାନ୍ଧି ରାସ୍ତାକଡ଼ ବୁଦାରେ ପକାଇ ଦେଇଥିଲେ। ପରେ ଜୁଏଲାରୀ ଦୋକନାର କାନ୍ଥ କଣା କରି  ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ। ଏହାସହ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ହାର୍ଡଡିସ୍କ୍‌କୁ ମଧ୍ୟ […]

Rupsa

Rakesh Mallick
  • Published: Sunday, 07 February 2016
  • , Updated: 07 February 2016, 01:44 PM IST

ଜଳେଶ୍ୱର:ବାଲେଶ୍ୱର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ପାଟପୁର ବଜାରରେ ଥିବା ବିମଳା ଜୁଏଲାରୀରୁ ଶନିବାର ବିଳମ୍ୱିତ ରାତିରେ ଲୁଟ୍ ହୋଇଛି।  ୬ରୁ ୭ ଜଣ ଡକାୟତ ପାଟପୁର ବଜାରରେ ଡ୍ୟୁଟି କରୁଥିବା ୩ ଜଣ ହୋମଗାର୍ଡ ଓ ଜଣେ ରାତି ଜଗୁଆଳିଙ୍କୁ ବାନ୍ଧି ରାସ୍ତାକଡ଼ ବୁଦାରେ ପକାଇ ଦେଇଥିଲେ। ପରେ ଜୁଏଲାରୀ ଦୋକନାର କାନ୍ଥ କଣା କରି  ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ।

ଏହାସହ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ହାର୍ଡଡିସ୍କ୍‌କୁ ମଧ୍ୟ ଦୁର୍ବୃତ୍ତମାନେ ନେଇଯାଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି।

Related story