ପୀଡିତାଙ୍କୁ ନ୍ୟାୟ ଦାବିରେ ବିଜେପିର ବିକ୍ଷୋଭ

ବ୍ରହ୍ମପୁରରେ ଯୁକ୍ତ ଦୁଇ ଛାତ୍ରୀ ଗଣବଳାତ୍କାର ଘଟଣାରେ ତେଜିଲା ପ୍ରତିବାଦ। ବ୍ରହ୍ମପୁର ଏସପି ଅଫିସ ଆଗରେ ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ।

Manoj Swain
  • Published: Thursday, 09 May 2024
  • Updated: 09 May 2024, 05:51 PM IST

Sports

Latest News

ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବିଜେପିର ବିକ୍ଷୋଭ। ବ୍ରହ୍ମପୁର ଏସପି ଅଫିସ ଆଗରେ ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ। କିଛି ଅଭିଯୁକ୍ତଙ୍କୁ ପୁଲିସ ଛାଡ଼ି ଦେଇଥିବା ଅଭିଯୋଗରେ ବିକ୍ଷୋଭ। ଗତକାଲି ୫ ଜଣଙ୍କୁ ଗିରଫ କରିଥିଲା ବୈଦ୍ୟନାଥପୁର ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos