ବଲାଙ୍ଗିର: ସୁଦାମ ମାଝୀ ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ବଲାଙ୍ଗିର: ପ୍ରତାପସାଗର ପଡ଼ା ସୁଦାମ ମାଝୀ ହତ୍ୟା ଘଟଣାରେ ଶନିବାର ଅଭିଯୁକ୍ତକୁ ଗିରଫ କରିଛି ବଲାଙ୍ଗିର ଟାଉନ୍ ପୋଲିସ୍। ତା’ ନାଁ ମାନସିଂ ହରପାଲ୍। ତା’ ଘର ହାତୀ ପଡ଼ାରେ। ବଲାଙ୍ଗିର ଟାଉନ୍ ଥାନା ପୋଲିସ୍ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି। ଗତ ଅକ୍ଟୋବର ୯ ତାରିଖ ରାତିରେ ପ୍ରତାପସାଗର ପୋଖରୀ କଡରୁ ପୋଲିସ୍ ସୁଦାମ ମାଝୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଥିଲା। ଘଟଣା ପରେ ପୋଲିସ ତଦନ୍ତ ଜାରି ରିଖି […]

bolangir

bolangir

Rakesh Mallick
  • Published: Saturday, 28 November 2015
  • Updated: 28 November 2015, 12:38 PM IST

Sports

Latest News

ବଲାଙ୍ଗିର: ପ୍ରତାପସାଗର ପଡ଼ା ସୁଦାମ ମାଝୀ ହତ୍ୟା ଘଟଣାରେ ଶନିବାର ଅଭିଯୁକ୍ତକୁ ଗିରଫ କରିଛି ବଲାଙ୍ଗିର ଟାଉନ୍ ପୋଲିସ୍। ତା’ ନାଁ ମାନସିଂ ହରପାଲ୍। ତା’ ଘର ହାତୀ ପଡ଼ାରେ। ବଲାଙ୍ଗିର ଟାଉନ୍ ଥାନା ପୋଲିସ୍ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି। ଗତ ଅକ୍ଟୋବର ୯ ତାରିଖ ରାତିରେ ପ୍ରତାପସାଗର ପୋଖରୀ କଡରୁ ପୋଲିସ୍ ସୁଦାମ ମାଝୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଥିଲା। ଘଟଣା ପରେ ପୋଲିସ ତଦନ୍ତ ଜାରି ରିଖି ଥିଲା। ଅନ୍ୟଜଣକୁ ମାରିବା ପାଇଁ ଟାର୍ଗେଟ କରୁଥିବା ବେଳେ ମଦ ନିଶାର ସାଂଗରେ ଥିବା ସୁଦାମଙ୍କୁ ସେ ହତ୍ୟା କରିଛି ବୋଲି ମାନସିଂ ହରପାଲ୍ ସ୍ୱୀକାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story