ବଣାଇ: ବନ୍ଧୁକ ଦେଖାଇ ଠିକାଦାରଙ୍କୁ ଲୁଟ୍‌

ବଣାଇ: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କୁସୁଣ୍ଡି ଗାଁର ଜଣେ ଠିକାଦାରଙ୍କ ଘରେ ଆଜି ସନ୍ଧ୍ୟାରେ ଡକାୟତି ହୋଇଛି। ଡକାୟତମାନେ ଠିକାଦରଙ୍କୁ ବନ୍ଧୁକ ଦେଖାଇ ଘରୁ ଲକ୍ଷାଧିକ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି।

ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।