ବଣାଇ: ପୁତୁରା ଟାଙ୍ଗିଆ ଚୋଟରେ ଦାଦା ମୃତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା କମାରପୋଡ଼ା ଗାଁରେ ପୁତୁରାର ଟାଙ୍ଗିଆ ଚୋଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗଣ୍ଡ ମୁଣ୍ଡା। ଜମିବାଡ଼ି ବିବାଦରୁ ଗଣ୍ଡଙ୍କୁ ତାଙ୍କ ନାବାଳକ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେନ ପାଇଁ ପଠାଇଛି। ହତ୍ୟା କରିବା ପରେ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଛି। ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ତଲାସୀ ଚଳାଇଛି।

bonai

Rakesh Mallick
  • Published: Monday, 01 August 2016
  • , Updated: 01 August 2016, 01:26 PM IST

ବଣାଇ: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା କମାରପୋଡ଼ା ଗାଁରେ ପୁତୁରାର ଟାଙ୍ଗିଆ ଚୋଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗଣ୍ଡ ମୁଣ୍ଡା। ଜମିବାଡ଼ି ବିବାଦରୁ ଗଣ୍ଡଙ୍କୁ ତାଙ୍କ ନାବାଳକ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଖବର ପାଇ ପୋଲିସ ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେନ ପାଇଁ ପଠାଇଛି। ହତ୍ୟା କରିବା ପରେ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଛି। ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ତଲାସୀ ଚଳାଇଛି।

Related story