ବୌଦ୍ଧ: ଆଇନଜୀବୀ ହେମନ୍ତ ସାହୁ ହତ୍ୟା ଘଟଣାରେ ଆଉ ୨ ଅଭିଯୁକ୍ତ ଗିରଫ

ବୌଦ୍ଧ: ବୌଦ୍ଧ ଆଇନଜୀବୀ ହେମନ୍ତ ସାହୁ ହତ୍ୟା ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ବନମାଳୀ ସାହୁ ଏବଂ ଖିରନବା ସାହୁ। ଗତକାଲି ଭୁବନେଶ୍ୱର ବରମୁଣ୍ଡାରୁ ସେମାନଙ୍କୁ ଗିରଫ କରାଯାଇଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଏହି ଗିରଫଦାରି ସହ ହେମନ୍ତ ସାହୁ ହତ୍ୟା ଘଟଣାରେ ମୋଟ ୬ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ମା’ ଓ ପୁଅଙ୍କ ସମେତ ୪ଜଣ ଅଭିଯୁକ୍ତଙ୍କୁ ବୌଦ୍ଧ ପୋଲିସ କନ୍ଧମାଳ ରାଇକିଆରୁ  ଗିରଫ କରିଥିଲା।

bodha

bodha

Rakesh Mallick
  • Published: Saturday, 14 November 2015
  • Updated: 14 November 2015, 09:31 AM IST

ବୌଦ୍ଧ: ବୌଦ୍ଧ ଆଇନଜୀବୀ ହେମନ୍ତ ସାହୁ ହତ୍ୟା ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ବନମାଳୀ ସାହୁ ଏବଂ ଖିରନବା ସାହୁ। ଗତକାଲି ଭୁବନେଶ୍ୱର ବରମୁଣ୍ଡାରୁ ସେମାନଙ୍କୁ ଗିରଫ କରାଯାଇଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଏହି ଗିରଫଦାରି ସହ ହେମନ୍ତ ସାହୁ ହତ୍ୟା ଘଟଣାରେ ମୋଟ ୬ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ମା’ ଓ ପୁଅଙ୍କ ସମେତ ୪ଜଣ ଅଭିଯୁକ୍ତଙ୍କୁ ବୌଦ୍ଧ ପୋଲିସ କନ୍ଧମାଳ ରାଇକିଆରୁ  ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos