ବୌଦ୍ଧ: ବୌଦ୍ଧ ପୋଲିସ ଘଣ୍ଟାପଡ଼ା ଫାଣ୍ଡି ଅନ୍ତର୍ଗତ ରେଘାମୁଣ୍ଡା ଗାଁରେ ଚଢାଉ କରି ପ୍ରାୟ ୧୫୦ କାଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ରେଘାମୁଣ୍ଡା ଗାଁର ଶରତ ରଣା, ହଜାରୁ ରଣା, ରୁଷଭ ରଣା ଓ ଲୋକନାଥ ରଣା। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ବାଇକ୍ ଜବତ କରାଯାଇଛି।
ଏହି ଗଞ୍ଜେଇ ଚୋରା ଚାଲାଣ ସମ୍ପୃକ୍ତ ଅନ୍ୟ ଜଣେ ଫେରାର ଥିବା ପୋଲିସ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।