ବ୍ରହ୍ମପୁର: ୨ ଲୁଟେରାଙ୍କ ସହ ୫ ଗିରଫ,୧୪ଟି ସୁନାହାର ଜବତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କେ.ନୂଆଗାଁ, ବ୍ରହ୍ମପୁର ଓ ସଦର ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ହୋଇଥିବା ୧୪ଟି ସୁନା ଅଳଙ୍କାର ଚୋରି ମାମଲାରେ ପୋଲିସ ୨ଜଣ ଅଭିଯୁକ୍ତଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି।ଅଭିଯୁକ୍ତଙ୍କଠାରୁ ୧୪ଟି ସୁନା ହାର ସହ ଗୋଟିଏ ବ୍ରେସଲେଟ୍, ନେକଲେସ୍, ଦୁଇଟି ସୁନା ମୁଦି ଓ କିଛି ତରଳା ସୁନା ଜବତ କରାଯାଇଛି। ଏହାସହ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ୩ଟି ମୋଟର ସାଇକେଲ୍ ଓ ଗୋଟିଏ ଖେଳଣା ପିସ୍ତଲକୁ ମଧ୍ୟ ପୋଳିସ୍ ଜବତ କରିଛି।  ଗିରଫ […]

bharamapur

bharamapur

Rakesh Mallick
  • Published: Wednesday, 04 November 2015
  • Updated: 04 November 2015, 05:59 AM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କେ.ନୂଆଗାଁ, ବ୍ରହ୍ମପୁର ଓ ସଦର ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ହୋଇଥିବା ୧୪ଟି ସୁନା ଅଳଙ୍କାର ଚୋରି ମାମଲାରେ ପୋଲିସ ୨ଜଣ ଅଭିଯୁକ୍ତଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି।ଅଭିଯୁକ୍ତଙ୍କଠାରୁ ୧୪ଟି ସୁନା ହାର ସହ ଗୋଟିଏ ବ୍ରେସଲେଟ୍, ନେକଲେସ୍, ଦୁଇଟି ସୁନା ମୁଦି ଓ କିଛି ତରଳା ସୁନା ଜବତ କରାଯାଇଛି। ଏହାସହ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ୩ଟି ମୋଟର ସାଇକେଲ୍ ଓ ଗୋଟିଏ ଖେଳଣା ପିସ୍ତଲକୁ ମଧ୍ୟ ପୋଳିସ୍ ଜବତ କରିଛି।  ଗିରଫ ଅନ୍ୟ ତିନି ଜଣ ସେମାନଙ୍କୁ ଅଳଙ୍କାରଗୁଡ଼ିକୁ ତରଳାଇବାରେ ସହଯୋଗ କରିଥିବା ପୋଲିସ୍ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos